ଭୁବନେଶ୍ୱର : ଭଙ୍ଗାଗଲା ବହୁ ଚର୍ଚ୍ଚିତ ମଠ ବୈକୁଣ୍ଠ ଧାମ, ବହୁଦିନ ଧରି ଲାଗିରହିଥିବା ବାଦ ବିବାଦର ଅନ୍ତ ଘଟାଇ ଶେଷରେ ରାଜ୍ୟ ସରକାର ଓ ବିଏମସି ବିଡିଏ ପକ୍ଷରୁ ଆଜି ଫାଇନାଲ ନିଷ୍ପତି ନେଇ ବୈକୁଣ୍ଠ ଧାମକୁ ଭାଙ୍ଗିବା ପାଇଁ ବିଏମସି ପକ୍ଷରୁ ଦୁଇଟି ବୁଲଡୋଜର ଆଣି ବିଏମସିର ଇନ୍ଫୋର୍ମସଂ ସ୍କୋଡ଼ ଭରତପୁର ଥାନା ଆଇଆଇସିଙ୍କ ସମେତ ଥାନା ଅଧିକାରି ଉପସ୍ଥିତ ରହି ବୈକୁଣ୍ଠ ଧାମକୁ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶେଇ ଦେଇଛନ୍ତି |
ଭଙ୍ଗାଗଲା ବହୁ ଚର୍ଚ୍ଚିତ ମଠ ବୈକୁଣ୍ଠ ଧାମ ,ବିଏମସି ପକ୍ଷରୁ ଦୁଇଟି ବୁଲଡୋଜର ଆଣି ବୈକୁଣ୍ଠ ଧାମକୁ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶେଇ ଦେଇଛନ୍ତି
















Leave a Reply