ବିଦାୟ ନେଲା ମୌସୁମୀ, ଓଡ଼ିଶାକୁ ଆସିବ ଶୀତ! ୧୮ ତାରିଖରୁ ଶୁଖିଲା ପାଗ

ଭୁବନେଶ୍ୱର: ଦେଶରୁ ବିଦାୟ ନେଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ। ଏବେ ଓଡ଼ିଶାରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାକୁ ଯାଉଛି। ତେବେ ଆଗାମୀ ଦୁଇ ଦିନ ରାଜ୍ୟର…

Read More

ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଜାରି ହେଲା ନୂଆ ନିୟମ

ମୟୂରଭଞ୍ଜ: ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତା ନଭେମ୍ବର ୧ ତାରିଖରୁ ପୁଣି ଖୋଲିବ ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ। ୨୦୨୬-୨୭ ପର୍ଯ୍ୟଟନ ଋତୁ…

Read More

ବ୍ରହ୍ମପୁରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ଟି ଫଳ ଦୋକାନ!

ବ୍ରହ୍ମପୁର: ବ୍ରହ୍ମପୁର ସହରର ବିଜିପୁର ଭେଣ୍ଡିଂ ଜୋନ୍‌ରେ ଭୟାବହ ଅଗ୍ନିକାଣ୍ଡ। ନିଆଁର ଆଁରେ ଜଳିପୋଡ଼ି ଛାରଖାର ହୋଇଯାଇଛି ୩ଟି ଫଳ ଦୋକାନ। ହଠାତ୍ ଦୋକାନଗୁଡ଼ିକରେ ନିଆଁ ଲାଗିଯିବାରୁ…

Read More

ଦଶହରା ପୂଜାକୁ ଆଶ୍ୱସ୍ତି, ଦୁର୍ବଳ ହେଲା ଆଣ୍ଡାମାନ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଦଶହରା ପୂଜା ସମୟରେ ରାଜ୍ୟରେ ବଡ଼ଧରଣର ବର୍ଷା ହେବା ନେଇ ଦେଖାଦେଇଥିବା ଆଶଙ୍କା ଏବେ ହ୍ରାସ ପାଇଛି। ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ…

Read More

ଗଭୀର ସମୁଦ୍ରରେ ଭାଙ୍ଗିଗଲା ମାଛଧରା ବୋଟ୍‌, ଅଳ୍ପକେ ବର୍ତ୍ତିଲେ ୫ ମତ୍ସ୍ୟଜୀବୀ

ଅକ୍ଷର ବ୍ୟୁରୋ: ଗଭୀର ସମୁଦ୍ରରେ ମାଛ ଧରି ଫେରୁଥିବାବେଳେ ବଡ଼ ଅଘଟଣ। ନେହେରୁ ବଙ୍ଗଳା ମହାନଦୀ ମୁହାଣ ନିକଟରେ ଉଚ୍ଚ ସମୁଦ୍ର ଲହଡ଼ି ମାଡ଼ରେ ଏକ ଟାପା…

Read More

ଖଣି ଅଞ୍ଚଳରେ ଚାଞ୍ଚଲ୍ୟ! ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରାଯାଇଛି। ମୃତକ ହେଉଛନ୍ତି ସନାତନ ମୁଣ୍ଡା। ସେ ଏକ ଘରୋଇ…

Read More

କଟକ ସିଡିଏରେ ପିଏନ୍‌ଜି ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଲୋକେ!

କଟକ: କଟକ ସିଡିଏ ସେକ୍ଟର-୧୦ରେ ପିଏନ୍‌ଜି ଗ୍ୟାସ୍‌ ପାଇପ୍‌ ଲିକ୍‌ରୁ ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ୍‌ ଲାଇନ୍‌ରୁ ନିଆଁ ବାହାରିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ…

Read More

ଢେଙ୍କାନାଳରେ ୫୦ ମୋଡିଫାଏଡ୍‌ ବୁଲେଟ୍‌ ସାଇଲେନ୍ସର ଉପରେ ଚଢ଼ିଲା ରୋଲର୍‌!

ଢେଙ୍କାନାଳ: ରାସ୍ତାରେ ଉଚ୍ଚ ଶବ୍ଦ କରି ବୁଲେଟ୍‌ ଚଳାଉଥିବା ଅମାନିଆ ଚାଳକଙ୍କ ବିରୋଧରେ ଢେଙ୍କାନାଳ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ମୋଡିଫାଏଡ୍‌ ସାଇଲେନ୍ସର ଲଗାଇ ସହରରେ କାନଫଟା ଶବ୍ଦ…

Read More

ସୁବର୍ଣ୍ଣପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରାକ୍ଟରକୁ ପିଟିଲା ବାଇକ୍‌, ଦୁଇ ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରାକ୍ଟର ପଛପଟୁ ଏକ ବାଇକ୍‌ ଧକ୍କା ଦେବାରୁ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ବିନିକା ପିଏଚ୍‌ଡି…

Read More

ଦେଖୁ ଦେଖୁ ଜଳିଗଲା ସ୍କର୍ପିଓ! ହୁତୁହୁତୁ ହୋଇ ଜଳିଲା ଗାଡ଼ି, ବରଗଛକୁ ବ୍ୟାପିଲା ନିଆଁ

କେନ୍ଦୁଝର/ବଡ଼ବିଲ: ଦେଖୁ ଦେଖୁ ଜଳିଗଲା ଦାମୀ ସ୍କର୍ପିଓ ଗାଡ଼ି। ହୁତୁହୁତୁ ହୋଇ ଜଳିବା ପରେ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଗଲା ଗାଡ଼ି। କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳର…

Read More
Social media & sharing icons powered by UltimatelySocial