ପୁଣି ହଟ୍ଟଗୋଳ କଲେ ବିରୋଧୀ; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ।

ଅକ୍ଷର ବ୍ୟୁରୋ: ପୁଣି ଗୃହ ମୁଲତବୀ ଘୋଷଣା । ପ୍ରଥମେ ୧୧ଟା ୩୦ ଯାଏଁ ହୋଇଥିଲା ମୁଲତବୀ । ତାପରେ ପୁଣି ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ…

Read More

କ୍ରସ୍‌ ଭୋଟିଂ ନେଇ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ।

ଅକ୍ଷର ବ୍ୟୁରୋ: କ୍ରସ୍‌ ଭୋଟିଂ ନେଇ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର । କହିଲେ କ୍ରସ୍‌ ଭୋଟିଂ କରିଥିବା ବିଧାୟକଙ୍କ ଉପରେ ଆକ୍ସନ ନିଆଯିବା…

Read More

ରେଢାଖୋଲ ପୋଲିସର ଏନକାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ଟିମାକୁ ଗୁଳିମାଡ଼ କଲା ପୋଲିସ୍ ।

ଅକ୍ଷର ବ୍ୟୁରୋ: ସମ୍ବଲପୁର ଜିଲ୍ଲା ରେଢାଖୋଲରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଟିମାକୁ ଗୁଳିମାଡ଼ । ପୋଲିସ ଗୁଳିରେ ଟିମା ଝାଙ୍କର ଓରଫ ଧନେଶ୍ୱର ଝାଙ୍କର ଆହତ…

Read More

ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍‌ ଆମ୍ବାସଡର ହେଲେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଅକ୍ଷର ବ୍ୟୁରୋ: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ହେଲେ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍‌ ଆମ୍ବାସଡର । ସୁଦର୍ଶନ ପଟ୍ଟନାୟକଙ୍କୁ ବ୍ରାଣ୍ଡ୍‌ ଆମ୍ବାସଡର ନିଯୁକ୍ତି କରିଛନ୍ତି ନିର୍ବାଚନ…

Read More

ଅଶାନ୍ତ ହେଲା ବିଜେବି କଲେଜ କ୍ୟାମ୍ପସ; ଦୁଇ ଛାତ୍ର ଗୋଷ୍ଠୀଙ୍କ ସଂଘର୍ଷରେ ୨୫ରୁ ଅଧିକ ଆହତ ଛାତ୍ର ।

ଅକ୍ଷର ବ୍ୟୁରୋ: ଅଶାନ୍ତ ହେଲା ବିଜେବି କଲେଜ କ୍ୟାମ୍ପସ । ଭୁବନେଶ୍ୱର ବିଜେବି କଲେଜ ହଷ୍ଟେଲ କ୍ୟାମ୍ପସରେ ଅଶାନ୍ତି । ଫେରଓ୍ୱେଲ୍ ପାର୍ଟିରୁ ରଣକ୍ଷେତ୍ର ପାଲଟିଲା କଲେଜ…

Read More

ବିଧାନସଭା ବଜେଟ୍ ଅଧିବେଶନର ସପ୍ତମ ଦିନରେ ଗୃହ ଆରମ୍ଭରୁ ନାରାବାଜି ।

ଅକ୍ଷର ବ୍ୟୁରୋ: ଆଜି ହେଉଛି ବିଧାନସଭା ବଜେଟ୍ ଅଧିବେଶନର ସପ୍ତମ ଦିନ । ଆଜି ବି ପ୍ରଶ୍ନକାଳ ଚାଲିପାରିଲାନି । ଏସସିବି ଅଗ୍ନିକାଣ୍ଡ ଘଟଣାକୁ ନେଇ ବିରୋଧୀ…

Read More

ଆଜି ଶ୍ରୀମନ୍ଦିରରେ ୪ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ।

ଅକ୍ଷର ବ୍ୟୁରୋ: ଆଜି ଶ୍ରୀମନ୍ଦିରରେ ୪ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ । ଚୈତ୍ର ମାସ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ…

Read More

ଅନିୟମିତ ଜଳବାୟୁ କାରଣରୁ ରାଜ୍ୟରେ ଗ୍ରୀଷ୍ମ ତାପମାତ୍ରା ଅସ୍ୱାଭାବିକ ବୃଦ୍ଧି; ହିଟ୍‌ୱେଭ୍ SOP ଜାରି କଲେ ସରକାର ।

ଅକ୍ଷର ବ୍ୟୁରୋ: ରାଜ୍ୟରେ ହିଟ୍‌ୱେଭ୍ SOP ଜାରି କଲେ ସରକାର । ସମସ୍ତ ULB ପାଇଁ କଠୋର ନିର୍ଦ୍ଦେଶ । ଅସାମାନ୍ୟ ବର୍ଷା ପରେ ଅନିୟମିତ ଜଳବାୟୁ…

Read More

ଆସନ୍ତା ୨୪ ଘଣ୍ଟାରେ ଉତ୍ତର-ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା; ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ।

ଅକ୍ଷର ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା । ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡ଼ିଶାର…

Read More

ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଅକ୍ଷର ବ୍ୟୁରୋ: ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବିମାନବନ୍ଦରରେ…

Read More
Social media & sharing icons powered by UltimatelySocial
Facebook
X (Twitter)