ଉନ୍ମୋଚିତ ହେଲା ‘ଆମରି ଶିଶୁ’ ଓ୍ୱେବ୍ ପୋର୍ଟାଲ୍ । ଉନ୍ମୋଚନ କଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଣିକି ପୋର୍ଟାଲରେ ଶିଶୁଙ୍କ ତଥ୍ୟ ଅପଲୋଡ୍ କରିବେ ଅଙ୍ଗନଓ୍ୱାର୍ଡି କର୍ମୀ । ଶିଶୁଙ୍କ ଯତ୍ନ ଓ ବିକାଶ ଦିଗରେ କାମ କରିବ ଏହି ପୋର୍ଟାଲ୍ । ଶିଶୁ ଯତ୍ନ ଓ ସୁରକ୍ଷା ପାଇଁ ପୋର୍ଟାଲ୍ ସହଜ ହେବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । କାରଣ ଏବେବି ରାଜ୍ୟରେ ଅପପୃଷ୍ଟି ରହିଛି, ଯାହାକୁ ରୋକିବା ଦିଗରେ ଏବେ କାମ ଚାଲିଛି । ୩ ମାସରେ ଗୋଟିଏ ବ୍ଲକ ଅପପୃଷ୍ଟି ମୁକ୍ତ ପାଇଁ ଲକ୍ଷ୍ୟ ରଖାଯାଇଛି ।
ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ୱାରା ଉନ୍ମୋଚିତ ହେଲା ‘ଆମରି ଶିଶୁ’ ଓ୍ୱେବ୍ ପୋର୍ଟାଲ୍ ।












Leave a Reply