ଗଞ୍ଜାମ ଜିଲ୍ଲା ହରିପୁର ବେଳାଭୂମିରେ ମରି ପଡ଼ିଛନ୍ତି ୫୦ରୁ ଅଧିକ କଇଁଛ।

ଅକ୍ଷର ବ୍ୟୁରୋ: ଗଞ୍ଜାମ ଜିଲ୍ଲା ହରିପୁର ବେଳାଭୂମିରେ ଅଲିଭ୍ ରିଡ୍‌ଲେ କଇଁଛ । ମରି ପଡ଼ିଛନ୍ତି ୫୦ରୁ ଅଧିକ ଅଲିଭ୍ ରିଡ୍‌ଲେ । ଆଉ କଇଁଛ ଗୁଡ଼ିକୁ ଝୁଣି ଝୁଣି ଖାଉଛନ୍ତି କୁକୁର । ଆଜି ଭୋରରୁ ଏଭଳି ଅଲିଭ ରିଡ଼ଲେ କଇଁଛ ମାନେ ମୃତ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ବାସିନ୍ଦା । ବର୍ତ୍ତମାନ ଅଲିଭ ରିଡ଼ଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କଇଁଛଙ୍କ ଏଭଳି ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନବାଚୀ । ତେବେ ଅଲିଭ ରିଡ଼ଲେ କଇଁଛଙ୍କ କିଭଳି ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)