ଅକ୍ଷର ବ୍ୟୁରୋ: ରାଜ୍ୟର ସବୁ ବନ୍ଦରରେ ରହିବ କୋଷ୍ଟ ଗାର୍ଡ । କୋଷ୍ଟ ଗାର୍ଡ ଆଇଜି ଇକବାଲ୍ ସିଂ ଚୌହ୍ବାନଙ୍କ ସୂଚନା । ଗୋପାଳପୁର ବନ୍ଦରରେ ମୁତୟନ ହେବ କୋଷ୍ଟ ଗାର୍ଡ ସିପ୍ । ପାରାଦୀପ ବନ୍ଦରରେ ବଢ଼ିବ କୋଷ୍ଟଗାର୍ଡ ସିପ୍ ସଂଖ୍ୟା । ଗୋପାଳପୁର ଓ ଧାମରା ବନ୍ଦରରେ ଖୋଲିବ ଜେଟି, କୋଷ୍ଟ ଗାର୍ଡ ଶାଖା । ଧାମରା ବନ୍ଦରରେ ରହିବ କୋଷ୍ଟ ଗାର୍ଡର ଡ୍ରୋନ୍ ୟୁନିଟ୍ । କୋଷ୍ଟ ଗାର୍ଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ପ୍ରସ୍ତାବ ।
ରାଜ୍ୟର ସବୁ ବନ୍ଦରରେ କୋଷ୍ଟ ଗାର୍ଡ ରହିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ।












Leave a Reply