ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ମହିଳା ମୃତ ଗାଡି ଚାଳକ ଫେରାର ।

ଅକ୍ଷର ବ୍ୟୁରୋ: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ମହିଳା ମୃତ । ପରିବା କିଣିବାକୁ ଯିବା ବେଳେ ଭୁବନେଶ୍ବର ଆଇଗିଣିଆରେ ଧକ୍କା ଦେଲା ଅଜଣା ଗାଡି । ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହେଲା ଗାଡି ଚାଳକ । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମହିଳାଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ପାଖରୁ ମିଳିଥିବା ମୋବାଇଲ ମାଧ୍ୟମରେ ପରିବାର ଲୋକଙ୍କୁ ଯୋଗାଯୋଗ କରୁଛି ପୋଲିସ । ସିସିଟିଭି ଆଧାରରେ ତଦନ୍ତ କରୁଛି ପୋଲିସ୍ । କାର ଓ ଚାଳକକୁ ଧରିବାକୁ ପୋଲିସ ଛାନଭିନ୍ ଜାରି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)