କଟକ କାଠଯୋଡ଼ିରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ନାବାଳକ !

ଅକ୍ଷର ବ୍ୟୁରୋ: କଟକ କାଠଯୋଡ଼ି ନଦୀରେ ଅଘଟଣ । ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ନାବାଳକ । ୧୨ ବର୍ଷୀୟ ଓମ୍ ଆୟୁଷ ବାରିକ ଏବଂ ୧୫ ବର୍ଷୀୟ ଓମ୍ ପ୍ରକାଶ ମହାରଣା ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇଛନ୍ତି । ଦୁଇଜଣଙ୍କ ଘର କଟକ ଭଗତପୁରର ବଗଳା ଲେନ୍ । ଉଭୟଙ୍କୁ ଅଗ୍ନଶମ ବାହିନୀ ଖୋଜାଖୋଜି ଚଳାଇଛି । ଏଯାଏଁ କୌଣସି ପତ୍ତା ମିଳିନଥିବା ସୂଚନା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)