ଅକ୍ଷର ବ୍ୟୁରୋ : : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମା’ଙ୍କ ଦେହାନ୍ତ ହୋଇଛି | ୮୯ ବର୍ଷ ବୟସରେ ମାତା ଲୋଭବତୀ ପରିଡାଙ୍କ ବିୟୋଗ ହୋଇଛି | ସେ ଗତ କିଛି ଦିନ ଅସୁସ୍ଥ ଥିବା ହେତୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ |
ସେ ପୁରୀ ଜିଲ୍ଲା ନୂଆହାଟ ସ୍ଥିତ ନିଭାରଣ ଗ୍ରାମରେ ରହୁଥିଲେ ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି | ମାତାଙ୍କ ମୃତ୍ୟୁ ଖବର ଶୁଣି ଉପମୁଖ୍ୟମନ୍ତ୍ରୀ ଶେଷ ଦର୍ଶନ କରିବା ପାଇଁ ଗାଁ ରେ ପହଞ୍ଚିଛନ୍ତି | ତାଙ୍କର ମୃତ୍ୟୁ ନେଇ ପ୍ରଭାତୀ ପରିଡାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି |
















Leave a Reply