ବିଶ୍ୱସ୍ତରୀୟ ହେବ ଶ୍ରୀକ୍ଷେତ୍ର, ପୁରୀର ବିକାଶ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ଓ ପର୍ଯ୍ୟଟନ ସହର ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି। ଶ୍ରୀକ୍ଷେତ୍ରର ବିକାଶ, ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି, ଧାର୍ମିକ ପୀଠର…

Read More

ଆଜିଠୁ ମା’ ବିମଳାଙ୍କ ଷୋଡ଼ଶଦିନାତ୍ମକ ପୂଜା, ସହସ୍ରକୁମ୍ଭାଭିଷେକରେ ଶାରଦୀୟ ପୂଜାର ଶୁଭାରମ୍ଭ

ପୁରୀ: ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହେବ ଶାରଦୀୟ ପୂଜାର ଆଧ୍ୟାତ୍ମିକ ପର୍ବ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ତଥା ମୂଳାଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ…

Read More

ଦିବ୍ୟାଙ୍ଗ-ବୟସ୍କ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ବଡ଼ ପଦକ୍ଷେପ, ଉତ୍ତର ଦ୍ୱାରରେ ହେବ ସୁଗମ ଦର୍ଶନ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତଙ୍କ ସୁଗମ ଦର୍ଶନ ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଏଣିକି ଦିବ୍ୟାଙ୍ଗ ଓ…

Read More

ଶେଷ ହେଲା ଛଅ ବର୍ଷର ଅପେକ୍ଷା, ଭକ୍ତଙ୍କ ପାଇଁ ଖୋଲିଲା ଗୁଣ୍ଡିଚା ମନ୍ଦିର

ପୁରୀ: ଦୀର୍ଘ ଛଅ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଭକ୍ତଙ୍କ ପାଇଁ ଖୋଲିଛି ଗୁଣ୍ଡିଚା ମନ୍ଦିର। ଆଜି, ବୁଧବାରଠାରୁ ଶ୍ରୀମନ୍ଦିର ପ୍ରଶାସନର ଘୋଷଣା ଅନୁସାରେ ସର୍ବସାଧାରଣ…

Read More

ପୁରୀର ଖଜା ଦୋକାନରେ ରେଡ୍‌, ୫ଟି ଭାଟି ସିଲ୍‌; ଅସ୍ୱାସ୍ଥ୍ୟକର ପ୍ରସ୍ତୁତି ଅଭିଯୋଗରେ ଫାଇନ୍

ପୁରୀ: ଶ୍ରୀମନ୍ଦିର ନିକଟରେ ବିଭିନ୍ନ ଖଜା ଦୋକାନ ଓ ଗଜା ତିଆରି ଭାଟି ଉପରେ ଆଜି ଚଢ଼ାଉ କରିଛି ଖାଦ୍ୟ ସୁରକ୍ଷା ବିଭାଗ, ପୁରୀ ମୁନିସିପାଲିଟି ଓ…

Read More

ଧାନ ବିଲରେ ବାରହା ସହ ଘଣ୍ଟାଏ ଲଢ଼ିଲେ ୬୨ ବର୍ଷୀୟ ବୃଦ୍ଧ, ଗୁରୁତର ଆହତ

ପୁରୀ: ଧାନ ବିଲକୁ ଯାଇଥିବା ବେଳେ ଅଚାନକ ମାଡ଼ିଆସିଲା ବାରହା। ଆକ୍ରମଣରେ ଗୁରୁତର ଆହତ ହେଲେ ବି ସାହସ ହରାଇଲେନି ୬୨ ବର୍ଷୀୟ ବୃଦ୍ଧ। ପ୍ରାୟ ଘଣ୍ଟାଏ…

Read More

ସେପ୍ଟେମ୍ବର ୩୦ରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର

ପୁରୀ: ଆଉ କିଛି ଦିନ ପରେ ଭକ୍ତଙ୍କୁ ମିଳିବ ନୂଆ ଅନୁଭୂତି। ଦୀର୍ଘ ଅପେକ୍ଷାର ଅନ୍ତ ଘଟାଇ ସେପ୍ଟେମ୍ବର ୩୦ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର।…

Read More

ଆଜିଠୁ ପିତୃପକ୍ଷ ଆରମ୍ଭ, ଶ୍ରୀକ୍ଷେତ୍ରରେ ଲାଗିଲା ଭିଡ଼

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ପିତୃପକ୍ଷ। ଆଶ୍ୱିନ ମାସର କୃଷ୍ଣପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଥିବା ଏହି ପକ୍ଷ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ। ପିତୃପୁରୁଷଙ୍କ…

Read More

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ: ୭ ପ୍ରସଙ୍ଗରେ ହେବ ମାରାଥନ୍ ଆଲୋଚନା

ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ପୂର୍ବାହ୍ନ ୧୦ଟା ୩୦ରେ ଜଗନ୍ନାଥ ମନ୍ଦିର ସଦର କାର୍ଯ୍ୟାଳୟର ସଭାଗୃହରେ ଏହି ବୈଠକ ଅନୁଷ୍ଠିତ ହେବ।…

Read More

ପୁରୀ ସମୁଦ୍ରରେ ଭୟଙ୍କର ତାଣ୍ଡବ, ମଙ୍ଗଳା ମୁହାଣରେ କୂଳ ଲଙ୍ଘିଲା ସମୁଦ୍ର

ପୁରୀ: ଗଭୀର ଅବପାତର ପ୍ରଭାବରେ ଅଶାନ୍ତ ହୋଇପଡ଼ିଛି ପୁରୀ ସମୁଦ୍ର। ପ୍ରବଳ ପବନ ସାଙ୍ଗକୁ ଲଗାତାର ବର୍ଷା ଯୋଗୁଁ ସମୁଦ୍ର ଫୁଲିଉଠିଥିବା ବେଳେ ମଙ୍ଗଳା ମୁହାଣ ନିକଟରେ…

Read More
Social media & sharing icons powered by UltimatelySocial