ଅକ୍ଷର ବ୍ୟୁରୋ : ଆଜି ମୂଖ୍ୟମନ୍ତ୍ରୀ ବର୍ଦ୍ଧିତ ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତାର ବିତରଣ କାର୍ଯକ୍ରମ ର ଶୁଭାରମ୍ଭ କାରିଥିବା ବେଳେ ଖଲ୍ଲିକୋଟ ବ୍ଲକର ସଭା ଗୃହ ରେ ସାଂସଦ ଅନିତା ସୁଭଦର୍ଶିନୀ ଓ ସ୍ଥାନୀୟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଙ୍କ ଉପସ୍ଥିତି ରେ ଖଲିକୋଟ ବ୍ଲକ୍ ର ବିଭିନ୍ନ ପଞ୍ଚାୟତର ୮୦ ବର୍ଷ ରୁ ଉର୍ଦ୍ଧ ହିତାଧିକାରୀ ଓ ଶତକଡ଼ା ୮୦ ଭିନ୍ନକ୍ଷମ ହିତାଧିକାରୀ ଙ୍କୁ ୧୨୦୦ ଟଙ୍କା ପରିବର୍ତ୍ତେ ବର୍ଦ୍ଧିତ ଭତ୍ତା ନଗଦ ୩୫୦୦ ଟଙ୍କା ବିତରଣ କରଯାଇଥିଲା… ଏହି କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ବି ଡି ଓ ଙ୍କ ସମେତ ସମସ୍ତ କୂସରପଞ୍ଚ ଉପସ୍ଥିତ ରହିବା ସହିତ ଆସ୍କା ସାଂସଦ ଓ ଖଲ୍ଲିକୋଟ ବିଧାୟକ ଙ୍କ ଦ୍ଵାରା ହିତାଧିକାରୀଙ୍କୁ ଟଙ୍କା ବିତରଣ କରାଯାଇ ଥିଲା। ଏହି ବିତରଣ କାର୍ଯ୍ୟକ୍ରମ ମଧ୍ୟମ ରେ ୪୯ ଜଣ ୮୦ ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତି ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ମାଧ୍ୟ୍ୟମରେ ଉପକୃତ ହେବା ସହିତ ୧୪୯ ଜଣ ଭିନ୍ନକ୍ଷମ ହିତାଧିକାରୀ ଉପକୃତ ହୋଇଥିଲେ ।
ବିଧାୟକ ଓ ସାଂସଦ ବାଣ୍ଟିଲେ ବର୍ଦ୍ଧିତ ଭତ୍ତା















Leave a Reply