ଚାଷୀମାନଙ୍କର ସବୁ ଧାନ ଉଠିବ: ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ।

ଅକ୍ଷର ବ୍ୟୁରୋ: ଚାଷୀମାନଙ୍କର ସବୁ ଧାନ ଉଠିବ କହିଲେ ସମବାୟ ମନ୍ତ୍ରୀ । ମିଲର୍ସଙ୍କ ଷ୍ଟୋରେଜ୍‌ କ୍ଷମତା ଅନୁଯାୟୀ ଧାନ ରହିଯାଇଛି । ଯେତେ ଯେତେ ଖାଲି ହେଉଛି, ସେତିକି ସେତିକି ଧାନ ଉଠୁଛି । ସମସ୍ତଙ୍କ ଧାନ ଉଠିବ କହିଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ଧାନ ବିକ୍ରି ଅବଧି ସରିଲେ ବି ତାକୁ ବୃଦ୍ଧି କରାଯିବ । ଏବର୍ଷ ପ୍ରବଳ ଧାନ ହୋଇଛି, ପ୍ରତି ପଞ୍ଚାୟତରେ ଷ୍ଟୋର୍ ହେବ । ବିଧାନସଭାରେ ବିରୋଧୀ ପ୍ରସଙ୍ଗ କଲେ, ଉତ୍ତର ରେଡି ହୋଇଅଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)