ଖୋଲିବ ଗୁଣ୍ଡିଚା ମନ୍ଦିର; ସୂଚନା ଦେଲେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ।

ଅକ୍ଷର ବ୍ୟୁରୋ: ଖୋଲିବ ଗୁଣ୍ଡିଚା ମନ୍ଦିର । ମହାପ୍ରଭୁଙ୍କ ଜନ୍ମସ୍ଥାନ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି । ଏବେ ମନ୍ଦିର ବୁଲି ଦେଖିପାରିବେ ଶ୍ରଦ୍ଧାଳୁ । ଏନେଇ ସୂଚନା ଦେଲେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ସହ ସମୀକ୍ଷା ପରେ ସୂଚନା ଏହି ସୂଚନା ଦେଇଛନ୍ତି । ସକାଳଠୁ ରାତି ୧୦ଟା ପର୍ଯ୍ୟନ୍ତ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ । ଏନେଇ ୨୦ ଜଣ ଜେଟିପି ସ୍କ୍ୱାଡ୍‌ ମନ୍ଦିର ଜଗିବେ । ବହୁତ ଜଲଦି ମନ୍ଦିର ଚତୁଃପାର୍ଶ୍ୱ ସଫା କରାଯିବ । ମନ୍ଦିର ସମ୍ମୁଖରେ ଥିବା ସମସ୍ତ ଦୋକାନ ଉଚ୍ଛେଦ କରାଯିବା ନେଇ କହିଲେ କାର୍ଯ୍ୟନିର୍ବାହୀ ଅଧିକାରୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)