ଦ୍ୱିତୀୟ ଦିନରେ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ।

ଅକ୍ଷର ବ୍ୟୁରୋ: ଜମୁଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ଚଳଚଞ୍ଚଳ ଢେଙ୍କାନାଳ ଜିଲ୍ଲା ଯୋରନ୍ଦାର ମହିମା ଗାଦି । ଲାଗିଛି ହଜାର ହଜାର ସାଧୁସନ୍ଥ, ମହିମା ଧର୍ମାବଲମ୍ବୀ ଓ ଶ୍ରଦ୍ଧାଳୁଙ୍କ ଭିଡ଼ । ଦ୍ୱିତୀୟ ଦିନରେ ବିଶ୍ଵର ମଙ୍ଗଳ ପାଇଁ ଝାଡ଼ ଦ୍ୱୀପ ପ୍ରଜ୍ୱଳନ ହୋଇଛି । ଏହା ସହିତ ଅଖଣ୍ଡ ଧୋନି ଲାଗିଛି । ମାଘ ମେଳା ଦେଖିବା ପାଇଁ ଓଡିଶାର ବିଭିନ୍ନ ସ୍ଥାନରୁ ମହିମା ଧର୍ମାବଲମ୍ବୀଙ୍କ ସହ ଦେଶ, ବିଦେଶରୁ ପର୍ଯ୍ୟଟକ ମାନେ ଆସିଥାନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)