ଶ୍ରୀମନ୍ଦିରରେ ଧମକପୂର୍ଣ୍ଣ ଲେଖାର କିଛି ତଥ୍ୟ ପୋଲିସର ହସ୍ତଗତ ହୋଇଛି ବୋଲି କହିଛନ୍ତି ପୁରୀ ଏସପି ।

ଶ୍ରୀମନ୍ଦିରରେ ଧମକପୂର୍ଣ୍ଣ ଲେଖା ପରେ ତନାଘନା ତଦନ୍ତ ଚାଲିଛି । ଘଟଣାକୁ ଗୁରୁତର ସହ ନେଇଛି ପୋଲିସ । ସ୍ୱତନ୍ତ୍ର ଟିମ୍ ଅନୁଧ୍ୟାନ କରୁଛି । ଯିଏ ଲେଖିଛି ତାକୁ ଚିହ୍ନଟ କଲା ପରେ ସବୁ ସ୍ପଷ୍ଟ ହେବ । କିଛି ତଥ୍ୟ ପୋଲିସର ହସ୍ତଗତ ହୋଇଛି । ଫଟୋଗ୍ରାଫି ଓ ଭିଡିଓଗ୍ରାଫି କରାଯିବା ପରେ ଲେଖା ଗୁଡିକୁ ଲିଭାଯାଇଛି ବୋଲି କହିଛନ୍ତି ପୁରୀ ଏସପି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)