ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଯୋଗୁଁ ୫ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା

ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ଆରମ୍ଭ ହେବ । ଏହା ଗୁପ୍ତନୀତି ହୋଇଥିବାରୁ ଏହି…

Read More

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ; ମହାସ୍ନାନ ଯୋଗୁଁ ସାଧାରଣ ଦର୍ଶନ ବନ୍ଦ ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ଭିତର କାଠ ପାଖରେ ଛେପ ଖଙ୍କାର ପଡ଼ିବାରୁ ମହାସ୍ନାନ। ଅବକାଶ ପୂଜା ସମୟରେ ବଡ଼ ମହାସ୍ନାନ ହେଉଛି। ବଡ଼ ମହାସ୍ନାନ ଯୋଗୁଁ…

Read More

ଆସନ୍ତାକାଲି ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପାଳନ ।

ଆସନ୍ତାକାଲି ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପାଳନ ହେବ । ୧୨ଟା ୫୭ରେ ପାକ ତ୍ୟାଗ, ଦେବ ନୀତି ନିଷେଧ । ରାତି ୨ଟାରେ ଦ୍ୱାରଫିଟା…

Read More

ଶ୍ରୀମନ୍ଦିର ନାଟ ମଣ୍ଡପରେ ସ୍ଥାପନ ହୋଇଥିବା ୪୨ ବର୍ଷ ହୁଣ୍ଡିର ସ୍ଥାନାନ୍ତର; ଧାଡ଼ି ଦର୍ଶନରେ ବାଧା ସୃଷ୍ଟି ହେବାରୁ ସ୍ଥାନାନ୍ତର ।

ସ୍ଥାନାନ୍ତର ହେବ ୪୨ ବର୍ଷର ହୁଣ୍ଡି, ନାଟମଣ୍ଡପରେ ଚାଲିଛି ଜାଗା ଖୋଜା । ଶ୍ରୀମନ୍ଦିର ନାଟ ମଣ୍ଡପରେ ସ୍ଥାପନ ହୋଇଥିବା ହୁଣ୍ଡି ସ୍ଥାନାନ୍ତର ହେବ । ସେପ୍ଟେମ୍ବର…

Read More

ଶଙ୍କରାଚାର୍ଯ୍ୟଙ୍କ ମଠରେ ମେଳି ହେବେ ୧୮ ଅଞ୍ଚଳର ରାଜପରିବାର ।

ଆଜି ଶ୍ରୀଶଙ୍କରାଚାର୍ଯ୍ୟଙ୍କ ମଠରେ ହେବ ରାଜପରିବାରଙ୍କ ମେଳି । ରାଜ୍ୟର ୧୮ ଅଞ୍ଚଳରୁ ରାଜପରିବାରର ସଦସ୍ୟମାନେ ଏକାଠି ହେବେ । ଏଭଳି ରାଜପରିବାରଙ୍କ ମେଳିକୁ ନେଇ ନାନା…

Read More

ସଂସଦରେ ଶୋଭା ପାଇବ ତିନି ଦିଅଁଙ୍କର ରଥର ଚକ ।

ସଂସଦରେ ଶୋଭା ପାଇବ ରଥଚକ । ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ଚକ ସଂସଦରେ ଶୋଭାମଣ୍ଡନ କରିବ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା…

Read More

ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ଫେସବୁକରେ ପୁରୀ ଶ୍ରୀମନ୍ଦିର ଭିତର ଫଟୋ ପୋଷ୍ଟ ।

ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ଫେସବୁକରେ ପୁରୀ ଶ୍ରୀମନ୍ଦିର ଭିତର ଫଟୋ। ଗତକାଲି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ। ଏହି ସମୟରେ ଭିତର…

Read More

ସେପ୍ଟେମ୍ବର ୩ ତାରିଖରେ ନୂତନ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ।

ସେପ୍ଟେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ ନୂତନ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ । ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ…

Read More

ପୁଣି ଥରେ ଶ୍ରୀମନ୍ଦିର ସୁରକ୍ଷା ଉଲ୍ଲଂଘନ, ବିଳମ୍ବିତ ରାତିରେ ମନ୍ଦିର ଉପରେ ଉଡିଲା ଏକ ଡ୍ରୋନ୍ ।

ବିଗତ କିଛି ଦିନ ହେବ ପୁରୀ ଶ୍ରୀମନ୍ଦିର ସୁରକ୍ଷା ଉଲ୍ଲଂଘନ ଏବେ ଏକ ବଡ ଚିନ୍ତା ପାଲଟିଛି । ବୁଧବାର ଦିନରେ କୋଲକାତାର ଜଣେ ଭକ୍ତଙ୍କୁ ଗୁପ୍ତ…

Read More

୧୦ ଜଣ ସଦସ୍ୟଙ୍କୁ ନେଇ ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ।

ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି । ୧୦ ଜଣ ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି । ଏହି କମିଟିରେ ସିଦ୍ଧେଶ୍ୱର ମହାପାତ୍ର, କୃଷ୍ଣଚନ୍ଦ୍ର…

Read More
Social media & sharing icons powered by UltimatelySocial
Facebook
X (Twitter)