ବିଧାନସଭା ଶୂନ୍ୟ କାଳରେ SCB ଅଗ୍ନିକାଣ୍ଡ ଘଟଣା; ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ନବୀନ ।

ଅକ୍ଷର ବ୍ୟୁରୋ: ବିଧାନସଭାର ଶୂନ୍ୟ କାଳରେ ଉଠିଛି SCB ଅଗ୍ନିକାଣ୍ଡ ଘଟଣା । ଏହି ପ୍ରସଙ୍ଗ ଉଠାଇ ମୋହନ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ନବୀନ…

Read More

ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ; ୧୨ଟା ଯାଏଁ ଗୃହ ମୁଲତବି ଘୋଷଣା ।

ଅକ୍ଷର ବ୍ୟୁରୋ: ବିଧାନସଭା ବଜେଟ୍ ଅଧିବେଶନର ଆଜି ଷଷ୍ଠ ଦିନ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ୧୨ଟା ଯାଏଁ ଗୃହ ମୁଲତବି । SCB…

Read More

ପ୍ରଦେଶ କଂଗ୍ରେସ କମିଟିର ବଡ଼ ନିଷ୍ପତ୍ତି; ଦଳ ବିରୋଧୀ କାର୍ଯ୍ୟ ପାଇଁ ୩ ବିଧାୟକଙ୍କୁ ସସପେଣ୍ଡ ।

ଅକ୍ଷର ବ୍ୟୁରୋ: ମହଙ୍ଗା ପଡିଲା ଦଳ ବିରୋଧୀ କାର୍ଯ୍ୟ । ବଡ଼ ନିଷ୍ପତ୍ତି ନେଲା ପ୍ରଦେଶ କଂଗ୍ରେସ କମିଟି । ଦଳ ବିରୋଧୀ କାର୍ଯ୍ୟ ପାଇଁ ୩…

Read More

କ୍ରସ ଭୋଟିଂ କରିଛନ୍ତି କଂଗ୍ରେସର ୩ ବିଧାୟକ; ଦଳରୁ ବହିଷ୍କାର କରାଯିବ ବୋଲି କହିଲେ ପିସିସି ସଭାପତି ଭକ୍ତ ଦାସ ।

ଅକ୍ଷର ବ୍ୟୁରୋ: ରାଜ୍ୟସଭା ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଭୋଟ ଦେଉଛନ୍ତି ବିଧାୟକ । ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ମତଦାନ ଚାଲିଛି । ଜଣଙ୍କ…

Read More

ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟକୁ ନେଇ ବିବାଦ; ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଅକ୍ଷର ବ୍ୟୁରୋ: ରାଜ୍ୟସଭା ନିର୍ବାଚନ ମତଦାନ ଜାରି । ଓଡ଼ିଶାର ୪ ଆସନ ପାଇଁ ୫ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଭୋଟିଂ । ପ୍ରଥମ ଦୁଇଟି ସିଟ୍…

Read More

ରାଜ୍ୟସଭା ନିର୍ବାଚନ ପାଇଁ ଭୁବନେଶ୍ୱର ଫେରିଲେ ଦୁଇ ରାଜନୈତିକ ଦଳର ବିଧାୟକ ।

ଅକ୍ଷର ବ୍ୟୁରୋ: ରାଜ୍ୟସଭା ନିର୍ବାଚନର ମତଦାନକୁ ଆଉମାତ୍ର କିଛି ଘଣ୍ଟା ବାକି ଅଛି । ଗୋଟିଏ ଆସନକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡ଼ୁଛି ।…

Read More

ରାଜ୍ୟସଭା ନିର୍ବାଚନ ପାଇଁ ଭୋଟିଂ ପ୍ରକ୍ରିୟା ଆରମ୍ଭ; ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ମତଦାନ ।

ଅକ୍ଷର ବ୍ୟୁରୋ: ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟିଂ ଆରମ୍ଭ ହୋଇଛି । ଜଣଙ୍କ ପରେ ଜଣେ ବିଧାୟକ ଭୋଟ ଦେବା…

Read More

ଆଜି ବଜେଟ ଅଧିବେଶନର ପଞ୍ଚମ ଦିନ; ଆଜି ମଧ୍ୟ ପ୍ରଶ୍ନ କାଳ ଓ ଶୁନ୍ୟକାଳରେ ଶାସକ ଦଳକୁ ଘେରିବେ ବିରୋଧୀ ।

ଅକ୍ଷର ବ୍ୟୁରୋ: ଆଜି ବଜେଟ ଅଧିବେଶନର ପଞ୍ଚମ ଦିନ । ଗତ କାଲି ପରି ବିରୋଧୀ ଆଜି ମଧ୍ୟ ପ୍ରଶ୍ନ କାଳ ଓ ଶୁନ୍ୟକାଳରେ ଗ୍ୟାସ ଦର…

Read More

ବଜେଟ୍ ଅଧିବେଶନର ଚତୁର୍ଥ ଦିନରେ ଗୃହରେ ହଟ୍ଟଗୋଳ; ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି ।

ଅକ୍ଷର ବ୍ୟୁରୋ: ଆଜି ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଚାଲିପାରିଲାନି ଗୃହ । ଦିନ ସାଢେ ୧୧ଟା ଯାଏଁ…

Read More

ବିଜେପି ବିଜେଡି ମୁହାଁମୁହିଁ; ଆମ ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟ ନିଶ୍ଚୟ ଜିତିବେ କହିଲେ ଏକ୍ରାମ ବିଧାୟକ ବାବୁ ସିଂ ।

ଅକ୍ଷର ବ୍ୟୁରୋ: ବିଜେପି ବିଜେଡି ମୁହାଁମୁହିଁ । ସଂଖ୍ୟା ନଥାଇ ବିଜେପି କେମିତି ଜିତିବାକୁ ଚେଷ୍ଟା କରୁଛି ବୋଲି କହି ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା…

Read More
Social media & sharing icons powered by UltimatelySocial
Facebook
X (Twitter)