ଅକ୍ଷର ବ୍ୟୁରୋ: କଂଗ୍ରେସ ଭବନ ବାହାରେ ହାଇଡ୍ରାମା । ହାଇଡ୍ରାମାକୁ ନେଇ ସ୍ପଷ୍ଟମତ ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ ଖୋଲାଖୋଲି ଭାବରେ କହିଛନ୍ତି ଯେ, ନାଣ୍ଡୁ ଧଳ ଜଣେ ଆପରାଧିକ ଚରିତ୍ରର ବ୍ୟକ୍ତି । ସେ କଂଗ୍ରେସର ସଦସ୍ୟ ହୋଇପାରିବେ ନାହିଁ । ସଦସ୍ୟତା ମଗା ଯାଏ, ଛଡ଼ାଇକି ନିଆଯାଏ ନାହିଁ । ରାହୁଲ ଗାନ୍ଧୀଙ୍କ ପାଖକୁ ଯଦି ଯାଇପାରିବେ ଯାଆନ୍ତୁ । ମୁଁ କଂଗ୍ରେସ ଅଧ୍ୟକ୍ଷ ଭାବେ କହୁଛି, ତାଙ୍କୁ ଦଳରେ ଗ୍ରହଣ କରାଯିବନି ।
କଂଗ୍ରେସ ଭବନ ବାହାରେ ନାଣ୍ଡୁ ବାବୁଙ୍କୁ ନେଇ ହାଇଡ୍ରାମା:












Leave a Reply