ଅକ୍ଷର ବ୍ୟୁରୋ: ରାଜ୍ୟରେ ଡିସେମ୍ବର ୨୫ ତାରିଖରୁ ଖୋଲିବ ମଣ୍ଡି । ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସୂଚନା । ‘ଧାନ ନେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଗୋଦାମ ଖାଲି କରିବା ପାଇଁ ମିଲରଙ୍କୁ ଦାୟିତ୍ୱ ଦିଆଯାଇଛି । ପଞ୍ଜୀକୃତ ସମସ୍ତ ଚାଷୀଙ୍କ ଠାରୁ ଧାନ କିଣାଯିବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ’ । ୩୨ଟି ମଡେଲ୍ ମଣ୍ଡି ପାଇଁ ଟେଣ୍ଡର ହୋଇଛି, ୩୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ଡିସେମ୍ବର ୨୫ରୁ ଖୋଲିବ ମଣ୍ଡି; ପଞ୍ଜୀକୃତ ଚାଷୀଙ୍କଠାରୁ କିଣାଯିବ ଧାନ ।












Leave a Reply