ମଦ ଦୋକାନକୁ ବିରୋଧ କରିବାରୁ ମହିଳାଙ୍କୁ ମାଡ଼! ଅଠରନଳାରେ ଉତ୍ତେଜନା

ପୁରୀ: ମଦ ଦୋକାନକୁ ବିରୋଧ କରିବାରୁ ଜଣେ ମହିଳାଙ୍କୁ ମାଡ଼ ମାରି ଆହତ କରାଯାଇଥିବା ଅଭିଯୋଗ। ପୁରୀ ସହରର ପ୍ରବେଶ ପଥ ଅଠରନଳା ନିକଟରେ ନୂଆ କରି…

Read More

କଟୁରୀ ଧରି ଡାକ୍ତରଙ୍କୁ ଗୋଡ଼ାଇଲେ ଯୁବକ! ସିସିଟିଭିରେ କଏଦ ହେଲା ପୂରା ଘଟଣା

ଢେଙ୍କାନାଳ: ଡାକ୍ତରଖାନା ପରିସରରେ ଡାକ୍ତରଙ୍କୁ କଟୁରୀ ଧରି ଗୋଡ଼ାଇଲେ ଯୁବକ। ଢେଙ୍କାନାଳ ଜିଲ୍ଲା ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଘଟଣାର ପୂରା…

Read More

ରିଲ୍ସ କରିବା ହେଲା କାଳ! ବନ୍ୟା ସ୍ରୋତରେ ଭାସିଗଲେ ୩ ଯୁବକ

ବାଲେଶ୍ୱର: ବନ୍ୟା ପାଣି ମଝିରେ ରିଲ୍ସ କରିବା ବେଳେ ଅଘଟଣ। ବନ୍ୟାର ପ୍ରଖର ସ୍ରୋତରେ ଭାସିଗଲେ ୩ ଯୁବକ। ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଓଲନ୍ଦାସାରଙ୍ଗା ତେନ୍ତୁଳିମୁଣ୍ଡି…

Read More

ଉତ୍ତର ଆଣ୍ଡାମାନ ମୁହାଁ ଘୂର୍ଣ୍ଣିବଳୟ, ଆଜି ପହଞ୍ଚିପାରେ; ବଙ୍ଗୋପସାଗର ଉପରେ ବଢ଼ୁଛି ନଜର

ଭୁବନେଶ୍ୱର: ପୁଣି ଥରେ ବଙ୍ଗୋପସାଗର ଉପରେ ବଢ଼ିପାରେ ପାଣିପାଗ ଗତିବିଧି। କେନ୍ଦ୍ରୀୟ ଥାଇଲ୍ୟାଣ୍ଡ ଓ ସଂଲଗ୍ନ ମିଆଁମାର ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ…

Read More

ବିପଦ ସଙ୍କେତ ଉପରେ ବୈତରଣୀ-ସାଳନ୍ଦୀ, ଭଦ୍ରକରେ ବଢ଼ିଲା ବନ୍ୟା ବିପତ୍ତି

ଭଦ୍ରକ: ଭଦ୍ରକରେ ସାଂଘାତିକ ହେଉଛି ବନ୍ୟା ସ୍ଥିତି। ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ଓ ସାଳନ୍ଦୀ ନଦୀ। ଆଖୁଆପଦାଠାରେ ବୈତରଣୀ ନଦୀର ବିପଦ ସଙ୍କେତ…

Read More

ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା, ଉତ୍ତର ବାଲେଶ୍ୱରରେ ବନ୍ୟା ବିପତ୍ତି

ବାଲେଶ୍ୱର: ଉତ୍ତର ବାଲେଶ୍ୱରରେ ପୁଣି ଭୟଙ୍କର ହେଉଛି ବନ୍ୟା ସ୍ଥିତି। ବିପଦ ସଙ୍କେତ ଅତିକ୍ରମ କରି ଦ୍ରୁତ ଗତିରେ ବଢ଼ୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ଚଳିତ ବର୍ଷ…

Read More

ଜଟଣୀ ଭଷାଣରେ ଅଘଟଣ: ଡିଜେ କମ୍ପନରେ ଖସିଲା ଛାତ, ଜଣେ ମୃତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଭଷାଣ ବେଳେ ଘଟିଛି ଅଘଟଣ। ଡିଜେର ଅତ୍ୟଧିକ ଶବ୍ଦ ଓ କମ୍ପନ ଯୋଗୁଁ ଏକ ଛାତ ଭାଙ୍ଗି ଖସିପଡ଼ିଥିବା ସୂଚନା ମିଳିଛି।…

Read More

ହୀରାକୁଦର ଆଉ ୪ ଗେଟ୍ ଖୋଲିଲା, ତଳମୁଣ୍ଡରେ ବଢ଼ିଲା ବନ୍ୟା ଆଶଙ୍କା

ସମ୍ବଲପୁର: ମହାନଦୀରେ ବଢ଼ୁଛି ଜଳସ୍ତର। ଛତିଶଗଡ଼ରେ ଅବପାତ ପ୍ରଭାବରେ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ମହାନଦୀକୁ ଅଧିକ ଜଳ ପ୍ରବେଶ କରୁଥିବା ବେଳେ ହୀରାକୁଦ ଜଳଭଣ୍ଡାରରୁ…

Read More

ସମ୍ବଲପୁରରେ ଏମ୍ସ ଆଶାକୁ ବଡ଼ ଝଟକା! କେନ୍ଦ୍ରର ଚିଠିରେ ନାହିଁ ନୂଆ AIIMSର ପ୍ରସ୍ତାବ

ଭୁବନେଶ୍ୱର: ସମ୍ବଲପୁରରେ ଓଡ଼ିଶାର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ଆଶାକୁ ବଡ଼ ଝଟକା ଲାଗିଥିବା ସୂଚନା ମିଳିଛି। ସମ୍ବଲପୁରରେ ନୂଆ AIIMS ସ୍ଥାପନ ପାଇଁ…

Read More

ଓଡ଼ିଆକୁ ଜ୍ଞାନ, ଦକ୍ଷତା ଓ ସୁଯୋଗର ଭାଷା କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର: ଓଡ଼ିଆ ଭାଷାକୁ ଜ୍ଞାନ, ଦକ୍ଷତା, ନବସୃଜନ ଓ ସୁଯୋଗର ଭାଷା ଭାବେ ବିକଶିତ କରିବା ପାଇଁ ସମସ୍ତଙ୍କ ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି ଓଡ଼ିଶାର ମାନ୍ୟବର…

Read More
Social media & sharing icons powered by UltimatelySocial