୧୬୦୬ଟି ପ୍ରତିଷ୍ଠାନରେ ଓଡିଆରେ ନାମଫଳକ ଲେଖା ନଥିବାରୁ ପ୍ରତିଷ୍ଠାନ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ।

ଓଡ଼ିଆରେ ନାମଫଳକ ନଥିଲେ ହୋଇଯାନ୍ତୁ ସାବଧାନ୍ । ଆପଣଙ୍କ ନାଁରେ ରୁଜୁ ହୋଇପାରେ ମାମଲା । ତେବେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏନେଇ…

Read More

ବିଜେଡିର ବଡ ଆନ୍ଦୋଳନ, ବିଧାନସଭା ଘେରାଉ ବେଳେ ବିଜେଡି କର୍ମୀ ଓ ପୋଲିସ ମୁହାଁମୁହିଁ ।

ବିଧାନସଭା ସମ୍ମୁଖରେ ବିଜେଡିର ଜୋରଦାର ବିକ୍ଷୋଭ । ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଅଭିଯୋଗରେ ବିଧାନସଭା ଘେରାଉ କରିଛି ବିଜେଡି । ଲୋୟର…

Read More

ନବରାତ୍ରିର ଦ୍ୱିତୀୟ ଦିନରେ ବଗଳାମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ କଟକଚଣ୍ଡୀ ।

ଆଜି ମା’ଙ୍କ ଷୋଡ଼ଶ ଉପଚାର ପୂଜା ବିଧିର ଦଶମ ଦିନ ଏବଂ ନବରାତ୍ରିର ଦ୍ୱିତୀୟ ଦିନ । ଆଜି କଟକରେ ମା’ ଗଡ଼ଚଣ୍ଡୀ ଭକ୍ତମାନଙ୍କୁ ବଗଳାମୁଖୀ ବେଶରେ…

Read More

ପଛକୁ ପଛ ଦାନା ବାନ୍ଧୁଛି ଦୁଇଟି ଲଘୁଚାପ; ୫ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ।

ଦିନକ ପରେ ଲଘୁଚାପ, ପ୍ରବଳ ବର୍ଷିବ । ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବାବେଳେ ତା ପଛକୁ ଦାନା ବାନ୍ଧୁଛି ଆଉ ଗୋଟିଏ ଲଘୁଚାପ । ଏହା…

Read More

କଳିଙ୍ଗା ଘାଟିରେ ପୁଣି ଭୟଙ୍କର ଭୂସ୍ଖଳନ; ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଖସିଲା ପଥର ।

ପୁଣି କନ୍ଧମାଳ କଳିଙ୍ଗା ଘାଟିରେ ଅଘଟଣ । ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଖସିଲା ପଥର । ପ୍ରବଳ ବର୍ଷା ହେତୁ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଛି…

Read More

ଆଜି ବି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି

ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ୨୦ ମିନିଟ୍ ପ୍ରଶ୍ନକାଳ ପରେ ପୁଣି ଗୃହ ଅଚଳ। ଆଜି ସପ୍ତଦଶ ବିଧାନସଭାର…

Read More

ଆଜି ବି କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା; ଅଟୋ ଚାଳକଙ୍କ ଗିରଫ ଦାବିରେ ପ୍ରତିବାଦ କରିଛନ୍ତି ସୁରକ୍ଷାକର୍ମୀ ।

ଆଜି ବି କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା । କ୍ୟାପିଟାଲ ହସ୍ପିଟାଲରେ ସୁରକ୍ଷା କର୍ମୀଙ୍କ ଧାରଣା । ସିକ୍ୟୁରିଟି ଗାର୍ଡଙ୍କୁ ମାଡମରା ଘଟଣାରେ ପ୍ରତିବାଦ । ଗତକାଲି ଶିଶୁ…

Read More

ଆଜି ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର; ସକାଳ ୧୦ଟାରୁ ସାଧାରଣ ଦର୍ଶନ ବନ୍ଦ କରାଯାଇ ଆରମ୍ଭ ହୋଇଛି ସ୍ଥାନାନ୍ତର ପ୍ରକ୍ରିୟା ।

ଆଜି ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର । ଏଥିପାଇଁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା । ସକାଳ ୧୦ଟାରୁ ବନ୍ଦ…

Read More

ବିଧାନସଭା ତଥ୍ୟ ଅନୁସାରେ, ଗତ ୧୪ ମାସ ମଧ୍ୟରେ ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତଙ୍କୁ ୪୯ କୋଟି ଟଙ୍କା ଫେରସ୍ତ କରିଛନ୍ତି ରାଜ୍ୟ ସରକାର

ମୌସୁମୀ ଅଧିବେଶନର ଚତୁର୍ଥ ଦିନ ଦିନରେ ବି ବିରୋଧୀ ହଟ୍ଟଗୋଳ ଯୋଗୁଁ ଗୃହ ଅଚଳାବସ୍ଥାରେ ରହିଛି । ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିବା ପରେ ଅପରାହ୍ଣ…

Read More

ରାଜ୍ୟରେ ଆଇଏଏସ୍ ଏବଂ ଆଇପିଏସଙ୍କ ମରୁଡି, ଖାଲି ପଡ଼ିଛି ୧୮୨ ପୋଷ୍ଟ; ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କେନ୍ଦ୍ରୀୟ ଡେପୁଟେସନରେ ରାଜ୍ୟର ୨୫ IAS ଓ ୨୮ IPS ଅଧିକାରୀ । ୨୪୮ IAS ପଦବୀ ସଂଖ୍ୟାରୁ ଖାଲି ରହିଛି ୪୫ ପଦବୀ। ମଞ୍ଜୁରୀ ପ୍ରାପ୍ତ…

Read More
Social media & sharing icons powered by UltimatelySocial