ଅକ୍ଷର ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲେ ଷ୍ଟାର ବୋଲର୍ ଯଶପ୍ରୀତ ବୁମ୍ରା । ବାରବାଟୀ T-20 ଖେଳିବାକୁ ଆଗୁଆ ଆସି ପହଞ୍ଚିଲେ । ବିଶ୍ୱର ଶ୍ରେଷ୍ଠ ବୋଲର ବୁମ୍ରାଙ୍କୁ ଦେଖିବାକୁ ଟ୍ୱିନ୍ ସିଟିରେ ବଡ଼ କ୍ରେଜ୍ । ଅପରାହ୍ନ ସାଢ଼େ ୩ରେ ଅନ୍ୟ ଖେଳାଳିମାନେ ପହଞ୍ଚିବା ସମ୍ଭାବନା । ODI ସିରିଜ୍ ବିଜୟ ପରେ ୯ ତାରିଖ ବାରବାଟୀ T-20 ଉପରେ ନଜର ।
ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ ବୁମ୍ରା; ଅପରାହ୍ନ ସାଢ଼େ ୩ରେ ଅନ୍ୟ ଖେଳାଳିମାନେ ପହଞ୍ଚିବା ସମ୍ଭାବନା ।












Leave a Reply