ପ୍ରଥମ ଥର ପାଇଁ ମିଜୋରାମକୁ ଗଡ଼ିଲା ଟ୍ରେନ୍; ତିନୋଟି ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ।

ମିଜୋରାମରେ ଯୋଡ଼ି ହେଲା ନୂଆ ଇତିହାସ । ପ୍ରଥମ ଥର ପାଇଁ ଗଡ଼ିଲା ଟ୍ରେନ୍ । ତିନୋଟି ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ଆଜି ମଣିପୁର ଗସ୍ତ କରିବେ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ୫ଟି ରାଜ୍ୟ ଗସ୍ତରେ ଅଛନ୍ତି । ସେ ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତରେ ରହିବେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ହଜାର ହଜାର କୋଟି ଟଙ୍କାର ଅନେକ ବିକାଶ ପ୍ରକଳ୍ପର ଉଦଘାଟନ କରିବେ ଏବଂ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)