ପାକିସ୍ତାନରେ ଭୂମିକମ୍ପର ଝଟକା: ରିକ୍ଟର ସ୍କେଲରେ ୫.୪ ତୀବ୍ରତା, ଭୟରେ ଘରୁ ବାହାରିଲେ ଲୋକେ

ଅକ୍ଷର ବ୍ୟୁରୋ: ବିଶ୍ୱର ବିଭିନ୍ନ ଦେଶରେ ପ୍ରାକୃତିକ ବିପର୍ଯ୍ୟୟର ପ୍ରକୋପ ଜାରି ରହିଥିବା ବେଳେ ଶନିବାର ସକାଳେ ପାକିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର…

Read More

ବିଜୁ ଏକ୍ସପ୍ରେସୱେରେ ପୋଲିସର ବଡ଼ ସଫଳତା: ଡିଭାଇଡରରେ ପିଟିଲା ଗଞ୍ଜେଇ ବୋଝେଇ କାର୍, ବିପୁଳ ପରିମାଣର ଗଞ୍ଜେଇ ଜବତ

ଅକ୍ଷର ବ୍ୟୁରୋ: ସମ୍ବଲପୁର–ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସୱେରେ ବଡ଼ମାଲ ପୋଲିସ ହାତରେ ଧରାପଡ଼ିଛି ଏକ ବଡ଼ ଗଞ୍ଜେଇ ଚାଲାଣ ଚକ୍ର। ଖେରୁଆଲ ନିକଟରେ ପେଟ୍ରୋଲିଂ ବେଳେ ପୋଲିସ ଏକ…

Read More

ରାଜଧାନୀରେ ପୁଣି ଲଜ୍ଜା! ହୋଟେଲ ରୁମ୍‌ରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

ଅକ୍ଷର ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଭରତପୁର ଅଞ୍ଚଳର ଏକ ହୋଟେଲରେ ରହୁଥିବା ଜଣେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ…

Read More

ହୁଣ୍ଡି ଭାଙ୍ଗି କାଳୀ ମନ୍ଦିରରେ କଳାକନା: ଦାନ ଟଙ୍କା ସହ ସୁନା-ରୂପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଅକ୍ଷର ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ଅନ୍ତର୍ଗତ ପ୍ରସିଦ୍ଧ ଶ୍ମଶାନ କାଳୀ ମନ୍ଦିରରେ ଘଟିଛି ବଡ଼ ଧରଣର ଲୁଟକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରରେ…

Read More

ବନ୍ଦ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ଚାଞ୍ଚଲ୍ୟ

ଅକ୍ଷର ବ୍ୟୁରୋ: ଅନୁଗୋଳ ଜିଲ୍ଲା ପାଲଲହଡା ଅଞ୍ଚଳର କରଡ଼ାପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ଏକ ବନ୍ଦ ପଡ଼ିଥିବା ପଡ଼ୋଶୀ ଘର ଭିତରୁ ଜଣେ…

Read More

ଓଡ଼ିଶା-ଛତିଶଗଡ଼ ଜଳ ବିବାଦରେ ବଡ଼ ପଦକ୍ଷେପ; ଆଜି ଟ୍ରିବ୍ୟୁନାଲରେ ସମୀକ୍ଷା

ଅକ୍ଷର ବ୍ୟୁରୋ: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘ ବର୍ଷ ଧରି ଚାଲିଥିବା ମହାନଦୀ ଜଳ ବଣ୍ଟନ ବିବାଦ ମାମଲାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିପାରେ।…

Read More

ଦେବସ୍ନାନ ପୂର୍ଣ୍ଣିମାରେ ଭିଜିବ ଓଡ଼ିଶା ! ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧ ଜୁଲାଇ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ

ଅକ୍ଷର ବ୍ୟୁରୋ: ଆଉ ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏହା ପୂର୍ବରୁ ସମଗ୍ର ଓଡ଼ିଶା ପାଇଁ ବର୍ଷାକୁ ନେଇ ବଡ଼ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ…

Read More

ଆଉ ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା; ଚାଲିଛି ଚାରବନ୍ଧା ଓ ସେନାପଟା ନୀତିର ପ୍ରସ୍ତୁତି

ଅକ୍ଷର ବ୍ୟୁରୋ: ଆଉ ମାତ୍ର ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏହାକୁ ନେଇ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଚଳଚଞ୍ଚଳ ପ୍ରସ୍ତୁତି। ପରମ୍ପରା ଅନୁଯାୟୀ ଆଜି…

Read More

ବାଲେଶ୍ୱର ଦରଘା ମଇଦାନରେ ଗୋଷ୍ଠୀ ସଂଘର୍ଷ ! ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୨୦ରୁ ଅଧିକ ଆହତ

ଅକ୍ଷର ବ୍ୟୁରୋ: ବାଲେଶ୍ୱର ସହରର ଦରଘା ମଇଦାନ ଅଞ୍ଚଳରେ ଏକ ଶୋଭାଯାତ୍ରା ସମୟରେ ଘଟିଛି ବଡ଼ ଗୋଷ୍ଠୀ ସଂଘର୍ଷ। ଦୁଇ ଗୋଷ୍ଠୀ ମଧ୍ୟରେ ହଠାତ୍ ବିବାଦ ଉଗ୍ର…

Read More

କାମଧେନୁ ଯୋଜନାର ସବସିଡି ପାଇଁ ୮୦ ହଜାର ଲାଞ୍ଚ! ଭିଜିଲାନ୍ସ ଜାଲରେ ପଶୁଧନ ନିରୀକ୍ଷକ

ଅକ୍ଷର ବ୍ୟୁରୋ: ଦୁର୍ନୀତି ବିରୋଧରେ ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ସବସିଡି ଟଙ୍କା ମୁକ୍ତ କରିବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ…

Read More
Social media & sharing icons powered by UltimatelySocial