ଆଜି କଟକ ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦର ପ୍ରଥମ ବନ୍ୟାଜଳ; ୮ ଗେଟ୍‌ରେ ଜଳ ନିଷ୍କାସନ, ନଦୀକୂଳବର୍ତ୍ତୀଙ୍କୁ ସତର୍କ ସୂଚନା

ଅକ୍ଷର ବ୍ୟୁରୋ: ଚଳିତ ବର୍ଷ ହୀରାକୁଦ ଡ୍ୟାମରୁ ଛାଡ଼ାଯାଇଥିବା ପ୍ରଥମ ବନ୍ୟାଜଳ ଆଜି କଟକର ମୁଣ୍ଡଳୀରେ ପହଞ୍ଚିବ। ହୀରାକୁଦରୁ ନିଷ୍କାସିତ ଜଳ ଧୀରେ ଧୀରେ ତଳମୁଣ୍ଡ ଅଞ୍ଚଳକୁ…

Read More

ବାଲେଶ୍ୱରରେ ଦୁଃସାହସିକ ATM ଲୁଟ୍: କାରରେ ବାନ୍ଧି ଘୋଷାରି ନେଇ ଲୁଟିଲେ ଲକ୍ଷାଧିକ ଟଙ୍କା, CCTVରେ କଏଦ ଦୃଶ୍ୟ

ଅକ୍ଷର ବ୍ୟୁରୋ: ବାଲେଶ୍ୱର ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଦୁଃସାହସିକ ଲୁଟ୍। ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଏକ ଏଟିଏମ୍‌କୁ ଟାର୍ଗେଟ୍ କରି ବିଳମ୍ବିତ…

Read More

ଦେଶରେ ପୁଣି କରୋନା ଆତଙ୍କ! ଆନ୍ଧ୍ରରେ ୪୬ ବର୍ଷୀୟଙ୍କ ମୃତ୍ୟୁ, ଆଉ ୪ ଜଣ ପଜିଟିଭ୍

ଅକ୍ଷର ବ୍ୟୁରୋ: ଦେଶରେ ପୁଣି କରୋନା ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ଆନ୍ଧ୍ରପ୍ରଦେଶର କଡପ୍ପା ଜିଲ୍ଲାରେ କୋଭିଡ୍‌ ସଂକ୍ରମଣରେ ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା…

Read More

ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୫ମ କିସ୍ତି; ୩.୧୭ ଲକ୍ଷ ନୂଆ ଆବେଦନ, ଜୁଲାଇ ୨୫ ସୁଦ୍ଧା ଯାଞ୍ଚ ରିପୋର୍ଟ ନିର୍ଦ୍ଦେଶ

ଅକ୍ଷର ବ୍ୟୁରୋ: ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରାଯିବ। ଏହାକୁ ସୁଚାରୁରୂପେ…

Read More

ରଥଯାତ୍ରା ପ୍ରସ୍ତୁତିର ମହାସମୀକ୍ଷା ଆଜି; ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ହାଇଲେଭେଲ ବୈଠକ

ଅକ୍ଷର ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାକୁ ସୁରୁଖୁରୁରେ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଏହି…

Read More

ଝାରପଡ଼ା ଜେଲରେ ପୁଣି ଜଣେ କଏଦୀ HIV ପଜିଟିଭ୍; ସଂକ୍ରମିତଙ୍କ ସଂଖ୍ୟା ୯କୁ ବୃଦ୍ଧି

ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ପୁଣି ଜଣେ କଏଦୀଙ୍କ HIV ପଜିଟିଭ୍ ଚିହ୍ନଟ ହୋଇଛି। ଏହା ସହ ଜେଲରେ HIV ପଜିଟିଭ୍ କଏଦୀଙ୍କ ସଂଖ୍ୟା…

Read More

ମହାପ୍ରଭୁଙ୍କ ପାଇଁ ନିଆଳିରୁ ବାହାରିଲା ପବିତ୍ର ‘ଅଣସର ଭାର’; ଶତାବ୍ଦୀ ପୁରୁଣା ପରମ୍ପରାରେ ଝୁମିଲା ପ୍ରାଚୀ କ୍ଷେତ୍ର

ଅକ୍ଷର ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଣସର ନୀତି ସହ ଜଡ଼ିତ ଏକ ଅନନ୍ୟ ଓ ଶତାବ୍ଦୀ ପୁରୁଣା ପରମ୍ପରା ପୁଣିଥରେ ଜୀବନ୍ତ ହୋଇଉଠିଛି। ପ୍ରାଚୀ କ୍ଷେତ୍ର ନିଆଳିସ୍ଥିତ…

Read More

ଘରେ ଥିଲା କାର୍, କଟିଗଲା ଟ୍ରକ୍‌ର ଇ-ଚାଲାଣ! ପରିବହନ ବିଭାଗର ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ

ଅକ୍ଷର ବ୍ୟୁରୋ: ପରିବହନ ବିଭାଗର ଇ-ଚାଲାଣ ବ୍ୟବସ୍ଥାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ଭୁବନେଶ୍ୱରର ସୁନ୍ଦରପଦାର ଜଣେ ଡିଜାୟର କାର୍ ମାଲିକଙ୍କ ପାଖକୁ ଏମିତି ଏକ…

Read More

ଅଣସରର ଏକାଦଶ ଦିନରେ ଶ୍ରୀଜିଉଙ୍କ ‘ଚକାବିଜେ’ ନୀତି; ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହେବେ ମହାପ୍ରଭୁ

ଅକ୍ଷର ବ୍ୟୁରୋ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଣସର ଲୀଳାର ଆଜି ଏକାଦଶ ଦିନ ତଥା ଦଶମୀ ତିଥି। ଦଇତାପତି ସେବାୟତଙ୍କ ଗୁପ୍ତ ଉପଚାର ପରେ ଶ୍ରୀବିଗ୍ରହଙ୍କ ଶରୀରରୁ ଜ୍ୱରର…

Read More

ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ନର୍ସିଂ ଛାତ୍ରଛାତ୍ରୀଙ୍କ ରାତିଅଧର ଧାରଣା; ୬ ବର୍ଷ ବିତିଲେ ବି ସରୁନି ୪ ବର୍ଷର କୋର୍ସ

ଅକ୍ଷର ବ୍ୟୁରୋ: ପରୀକ୍ଷା ବିଳମ୍ବ ଓ ରେଜିଷ୍ଟ୍ରେସନ୍‌ ନମ୍ବର ପ୍ରଦାନ ଦାବିରେ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ରାତିଅଧରେ ୯ଟି…

Read More
Social media & sharing icons powered by UltimatelySocial