ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ଘଟଣାରେ ୩ ଅଭିଯୁକ୍ତ ଗିରଫ; ଏପଟେ ପୀଡ଼ିତାଙ୍କ ପରିବାର ସହ କଥାହେଲେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ।

ଅକ୍ଷର ବ୍ୟୁରୋ: ଦୁର୍ଗାପୁର ମେଡିକାଲ୍ କଲେଜରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ପୀଡ଼ିତାଙ୍କ ପରିବାର ସହ କଥାହେଲେ ବାଲେଶ୍ୱର ଜିଲ୍ଲା ପ୍ରଶାସନ । ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ସୂଚନା । ପୋଲିସ ଓ ସମାଜ ମଙ୍ଗଳ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଦୁର୍ଗାପୁର ପ୍ରଶାସନ ଓ ପୀଡ଼ିତାଙ୍କ ପରିବାର ସହ ଯୋଗାଯୋଗରେ ପ୍ରଶାସନ ଅଛି । ତେବେ ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହଗଣ ଦୁଷ୍କର୍ମ ଅଭିଯୋଗ ଘଟଣାରେ ୩ ଅଭିଯୁକ୍ତକୁ ଗିରଫ କଲା ଦୁର୍ଗାପୁର ଥାନା ପୋଲିସ । ଛାତ୍ରୀ ଦୁଷ୍କର୍ମ ଘଟଣାରେ ଅନ୍ୟ ୨ ଅଭିଯୁକ୍ତ ଏଯାଏଁ ଫେରାର୍ ଅଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)