ରାଜ୍ୟ କ୍ୟାବିନେଟର ୩୬ତମ ବୈଠକରେ ୪ଟି ପ୍ରସ୍ତାବକୁ ମଞ୍ଜୁରୀ ।

ଅକ୍ଷର ବ୍ୟୁରୋ: ସରିଲା ରାଜ୍ୟ କ୍ୟାବିନେଟର ୩୬ତମ ବୈଠକ । ଶନିବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହା…

Read More

ପବିତ୍ର ମହାଶିବରାତ୍ରୀ ପାଇଁ ଉଠୁଛି ପଡୁଛି ଏକାମ୍ର କ୍ଷେତ୍ର; ଏଥର ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ।

ଅକ୍ଷର ବ୍ୟୁରୋ: ଆଜି ପବିତ୍ର ମହାଶିବରାତ୍ରୀ ପାଇଁ ଉଠୁଛି ପଡୁଛି ଏକାମ୍ର କ୍ଷେତ୍ର । ଏହି କ୍ଷେତ୍ରର ଅଧିଷ୍ଠାତା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଛୁଟି ଆସିଛନ୍ତି…

Read More

ଆଜି ପବିତ୍ର ମହାଶିବରାତ୍ରି, ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ ।

ଅକ୍ଷର ବ୍ୟୁରୋ: ଆଜି ପବିତ୍ର ମହାଶିବରାତ୍ରି । ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ । ଭୋରରୁ ହିଁ ଭକ୍ତଙ୍କ ଗହଳିଚହଳି ଆରମ୍ଭ ହୋଇଯାଇଛି । ଲିଙ୍ଗରାଜଙ୍କ ଠାରୁ…

Read More

ରାଜଧାନୀରେ ବଡ଼ଗଡ଼ ବ୍ରିଟ୍ କଲୋନୀରେ ଭୟଙ୍କର ସଡ଼କ ଦୁର୍ଘଟଣା:

ଅକ୍ଷର ବ୍ୟୁରୋ: ରାଜଧାନୀରେ ବଡ଼ଗଡ଼ ବ୍ରିଟ୍ କଲୋନୀ ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ଗୋଟିଏ ଟ୍ରାଭେଲର ଦ୍ରୁତଗତିରେ ଆସି, ଭାରସାମ୍ୟ ହରାଇ ଏକାଥରକେ ଅଟୋ ଏବଂ…

Read More

ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ; ଟେକ୍ସଟାଇଲ ପାର୍କ ପ୍ରକଳ୍ପର ଶିଳାନ୍ୟାସ ସହ ସାଧାରଣ ସଭାରେ ଯୋଗଦାନ ।

ଅକ୍ଷର ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।…

Read More

ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ ଏବଂ ରାଜ୍ୟ କ୍ୟାବିନେଟ ବୈଠକ ।

ଅକ୍ଷର ବ୍ୟୁରୋ: ଶନିବାର ସଂଧ୍ୟାରେ ବସିବ ମନ୍ତ୍ରୀ ପରିଷଦ ବୈଠକ । ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ ଚିଠା ପ୍ରସ୍ତାବକୁ ଆଜି ମୋହର ମାରିବ ମନ୍ତ୍ରୀ ପରିଷଦ…

Read More

ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ; ୩ଜଣଙ୍କୁ ଗିରଫ କରିଛି ପୋଲିସ ।

ଅକ୍ଷର ବ୍ୟୁରୋ: ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ବାପ, ପୁଅ ଓ ଜ୍ୱାଇଁ ଗିରଫ । ବରଗଡ଼ ଜିଲ୍ଲା ଭେଡେନ ଥାନା ରେମଣ୍ଡା ପଞ୍ଚାୟତରେ…

Read More

କଟକ ଜିଲ୍ଲାପାଳଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍‌; ରାଜ୍ୟସଭାରେ ୭ ସାଂସଦଙ୍କ ଅଭିଯୋଗ କ୍ରମେ ସଚିବାଳୟ ପକ୍ଷରୁ ନୋଟିସ୍‌ ଜାରି ।

ଅକ୍ଷର ବ୍ୟୁରୋ: କଟକ ଜିଲ୍ଲାପାଳଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍‌ । ରାଜ୍ୟସଭାରେ ଅଭିଯୋଗ କରିଥିଲେ ୭ ସାଂସଦ । କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କୁ ସ୍ୱାଧିକାର…

Read More

ରାଜସ୍ୱ ବିଭାଗ ପକ୍ଷରୁ ୫ଜଣ ଓଏଏସ୍‌-କନିଷ୍ଠ ଅଧିକାରୀଙ୍କୁ ବଦଳି ।

ଅକ୍ଷର ବ୍ୟୁରୋ: ରାଜସ୍ୱ ବିଭାଗ ପକ୍ଷରୁ ଶୁକ୍ରବାର ୫ଜଣ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌-କନିଷ୍ଠ) ଅଧିକାରୀଙ୍କୁ ବଦଳି କରାଯାଇଛି । ବିଭାଗର ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ରାପଡ଼ା-ମହାକାଳପଡ଼ାର ପୂର୍ବତନ ବିଡିଓ…

Read More
Social media & sharing icons powered by UltimatelySocial
Facebook
X (Twitter)