NLUOରେ ଏଲଏଲ୍.ବି. ନାମଲେଖାରୁ ବଞ୍ଚିତ ଛାତ୍ରୀଙ୍କୁ ହାଇକୋର୍ଟଙ୍କ ଆଶ୍ୱସ୍ତି: ସିଟ୍ ଖାଲି ହେଲେ ନାମଲେଖା, ନହେଲେ ୧ ଲକ୍ଷ ଟଙ୍କା କ୍ଷତିପୂରଣ

କଟକ: ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ଓଡ଼ିଶା (NLUO)ରେ ୩ ବର୍ଷିଆ ଏଲଏଲ୍.ବି. ପାଠ୍ୟକ୍ରମରେ ଜଣେ ଛାତ୍ରୀଙ୍କ ନାମଲେଖାକୁ ନେଇ ଦାୟର ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ।…

Read More

କଳିଙ୍ଗା ଘାଟିରେ ଧସୁଛି ରାସ୍ତା, ଘଟଣାସ୍ଥଳରେ ବିଧାୟକ

କନ୍ଧମାଳ: କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ନବନିର୍ମିତ ଗାର୍ଡ ୱାଲ୍ ଧସିବା ଘଟଣାକୁ ନେଇ ତତ୍ପରତା ବଢ଼ିଛି। ଗତ ୨୩ ତାରିଖରେ ଅନ୍ଧାରକୋଟ ମନ୍ଦିର ପୂର୍ବରୁ ନବନିର୍ମିତ…

Read More

ସୁନା ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ସଟର ତାଡ଼ି ଲୁଟିନେଲେ ସୁନା-ରୁପା

କେନ୍ଦ୍ରାପଡ଼ା: ସୁନା ଦୋକାନରେ କଳାକନା ବୁଲାଇ ଚମ୍ପଟ ମାରିଲେ ଲୁଟେରା। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଜରିମୂଳ ବଜାରରେ ଥିବା ଜୟଗୁରୁ ସୁନା ଦୋକାନରେ ଗତକାଲି…

Read More

ଲଗାଣ ବର୍ଷାରେ ବୁଡ଼ିଲା ଚାଷଜମି, ନଷ୍ଟ ହେବାକୁ ବସିଲା ପରିବା ଫସଲ

ଗଞ୍ଜାମ: ଲଗାଣ ବର୍ଷା ଏବେ ଚାଷୀଙ୍କ ଚିନ୍ତା ବଢ଼ାଇଦେଇଛି। ଲଗାତାର ବର୍ଷା ଯୋଗୁଁ ଚାଷଜମିରେ ଜମି ରହିଛି ବର୍ଷାଜଳ। ଫଳରେ ପାଣି ଘେରରେ ପଡ଼ିଛି ଚାଷୀଙ୍କ ମାସ…

Read More

ଧୋଇଗଲା ଶାରିଶୁଆ ପାହାଡ଼ ରାସ୍ତା, ଜଳବନ୍ଦୀ ଖଇରା ବଜାର!

ବାଲେଶ୍ୱର: ଲଗାଣ ବର୍ଷା ପରେ ବନ୍ୟାଜଳରେ ଧୋଇଗଲା ଶାରିଶୁଆ ପାହାଡ଼ର ଘାଟି ରାସ୍ତା। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍‌ରେ ଭଦ୍ରକରୁ ବାରିପଦା ଭାୟା ଉଦଳାକୁ ସଂଯୋଗ କରୁଥିବା…

Read More

ଭୂସ୍ଖଳନ ପାଇଁ ରେଳ ସେବାରେ ବଡ଼ ପ୍ରଭାବ: ବାତିଲ ହେଲା ୩ ଟ୍ରେନ୍, ବଦଳିଲା ଏକାଧିକ ଟ୍ରେନ୍‌ର ଗତିପଥ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ବଢ଼ିଥିବାରୁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ପୂର୍ବତଟ ରେଳପଥ ପକ୍ଷରୁ ଏକାଧିକ ଟ୍ରେନ୍…

Read More

ଝଡ଼-ବର୍ଷାରେ ଭୁଶୁଡ଼ିଲା ୧୩୨ କେଭି ବିଦ୍ୟୁତ୍ ଟ୍ରାନ୍ସମିସନ୍ ଟାୱାର

କୋରାପୁଟ: ଲଗାଣ ବର୍ଷା ସାଙ୍ଗକୁ ପ୍ରବଳ ପବନ ଯୋଗୁଁ କୋରାପୁଟ ଜିଲ୍ଲା ମାଳିଗୁଡା ଅଞ୍ଚଳରେ ଭୁଶୁଡ଼ି ପଡ଼ିଛି ୧୩୨ କେଭିର ଏକ ବିଦ୍ୟୁତ୍ ଟ୍ରାନ୍ସମିସନ୍ ଟାୱାର। ପ୍ରବଳ…

Read More

ବର୍ଷାରେ ଭାଙ୍ଗିଥିବା ଘରକୁ ମିଳିବ ନୂଆ ଘର: ମନ୍ତ୍ରୀ

ଭୁବନେଶ୍ୱର: ଲଗାଣ ବର୍ଷାରେ ଘର ଭାଙ୍ଗି ଆଶ୍ରୟ ହରାଇଥିବା ଲୋକଙ୍କ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ। ବର୍ଷାରେ ଭାଙ୍ଗିଥିବା ଘର ବଦଳରେ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ…

Read More

ଛତିଶଗଡ଼ରେ ସକ୍ରିୟ ଅବପାତ, ଓଡ଼ିଶାରେ ତୁହାକୁ ତୁହା ବର୍ଷା: ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ଛତିଶଗଡ଼ରେ ସକ୍ରିୟ ରହିଛି ଅବପାତ। ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଅବପାତ ରୂପରେ ରହିବା ପରେ ପରବର୍ତ୍ତୀ ୧୨ ଘଣ୍ଟାରେ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ…

Read More

ଯୁବକ-ଯୁବତୀଙ୍କୁ ମାଡ଼ ଓ ଭିଡିଓ ଭାଇରାଲ ଘଟଣା: ବାପା-ପୁଅ ଗିରଫ, ୫ରେ ପହଞ୍ଚିଲା ଗିରଫଦାରୀ

ଢେଙ୍କାନାଳ: ଯୁବକ-ଯୁବତୀଙ୍କୁ ରାସ୍ତାରେ ଅଟକାଇ ମାଡ଼ ମାରିବା, ଦୁର୍ବ୍ୟବହାର କରିବା ଏବଂ ଏହାର ଭିଡିଓ ଭାଇରାଲ କରିବା ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ଗଁଦିଆ…

Read More
Social media & sharing icons powered by UltimatelySocial