ହାର୍ଡକୋର୍ ମାଓବାଦୀ ହାବେଲର ଆତ୍ମସମର୍ପଣ; ଜିଲ୍ଲା ପ୍ରଶାସନ ଓ ପୋଲିସ ନିକଟରେ ଆତ୍ମସମର୍ପଣ ।

ଅକ୍ଷର ବ୍ୟୁରୋ: ହାର୍ଡକୋର୍ ମାଓବାଦୀ ହାବେଲର ଆତ୍ମସମର୍ପଣ । ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲା ପ୍ରଶାସନ ଓ ପୋଲିସ ନିକଟରେ ଆତ୍ମସମର୍ପଣ । PLFI ମାଓ ସଂଗଠନର ଏରିଆ କମାଣ୍ଡର ଥିଲା ହାବେଲ ମୁଣ୍ଡୁ । ବହୁ ଦିନ ଧରି ଝାଡ଼ଖଣ୍ଡ-ଓଡ଼ିଶା ସୀମାନ୍ତରେ ସକ୍ରିୟ ଥିଲା । ହାବେଲର ମୁଣ୍ଡ ଉପରେ ଥିଲା ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)