ଅକ୍ଷର ବ୍ୟୁରୋ: ଯାଜପୁର ବିରଜା ମନ୍ଦିରର ସୋନ୍ଦର୍ଯ୍ୟ କରଣ କାମ ଖୁବଶୀଘ୍ର ଶେଷ ହେବ । ଏହି ପ୍ରକଳ୍ପ ପାଇଁ ୧୧୪ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର । ଖୁବଶୀଘ୍ର ଆରମ୍ଭ ହେବ ଉନ୍ନୟନମୂଳକ କାର୍ଯ୍ୟ । ମାଆଙ୍କ ମନ୍ଦିର ସହ ଜନ୍ମ ସ୍ଥାନ, ବ୍ରହ୍ମାକୁଣ୍ଡ, ସମ୍ମୁଖ ଗେଟ୍, ଇଣ୍ଟରପ୍ରିଟେସନ ସେଣ୍ଟର, ଯାତ୍ରୀଙ୍କ ଲାଗି ଧର୍ମଶାଳା ପ୍ରମୁଖ କାର୍ଯ୍ୟ କରାଯିବ । ଏନେଇ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯାଜପୁର ସର୍କିଟ ହାଉସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଯାଜପୁର ବିରଜା ମନ୍ଦିରର ସୋନ୍ଦର୍ଯ୍ୟ କରଣ ପାଇଁ ୧୧୪ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର ।












Leave a Reply