ଅକ୍ଷର ବ୍ୟୁରୋ: ରାଜଧାନୀରେ ପୁଣି ଅଗ୍ନିକାଣ୍ଡ । ଚନ୍ଦ୍ରଶେଖରପୁର ଶ୍ରୀବିହାର ସ୍ଥିତ ବାଦଶାହ ଆପାର୍ଟମେଣ୍ଟରେ ଲାଗିଛି ନିଆଁ । ସର୍ଟସର୍କିଟରୁ ଲିଫ୍ଟରେ ନିଆଁ ଲାଗି ଚାହୁଁ ଚାହୁଁ ପୂରା ପରିସର ହୋଇଯାଇଥିଲା ଧୂଆଁମୟ । ଧୂଆଁ ପାଇଁ ଲିଫ୍ଟ ଭିତରେ ଫଶି ରହିଥିଲେ ଦୁଇଜଣ । ପରେ ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିବା ସହ ଲିଫ୍ଟ ଭିତରୁ ଦୁଇଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ।
ରାଜଧାନୀର ଚନ୍ଦ୍ରଶେଖରପୁର ସ୍ଥିତ ଏକ ଆପାର୍ଟମେଣ୍ଟରେ ନିଆଁ ।












Leave a Reply