ଆଜି ପାଇଁ ହିଟ୍‌ୱେଭ୍ ନେଇ ୧୧ ଜିଲ୍ଲାକୁ ସତର୍କତା ଜାରି:

ଅକ୍ଷର ବ୍ୟୁରୋ: କଲବଲ କରୁଛି ତାତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ହେଉଛି । ଏଭଳି ସ୍ଥିତି ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଜାରି ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ହିଟ୍‌ୱେଭ୍ ନେଇ ଆଜି ପାଇଁ ୧୧ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଉପକୂଳ ଓଡିଶାରେ ପ୍ରଭାବ ରହିବ । ତେବେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ଆଣିପାରେ । କାଳବୈଶାଖୀ ନେଇ ୭ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)