ଅକ୍ଷର ବ୍ୟୁରୋ: ପ୍ରକାଶ ପାଇଲା ICSE ଓ ISC ରେଜଲ୍ଟ । କାଉନସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ସାମିନେସନ୍ସ ବା CISCE ପକ୍ଷରୁ ଆଜି ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଘୋଷଣା କରାଯାଇଛି । ପୂର୍ବ ସୂଚନା ଅନୁଯାୟୀ, ଦିନ ୧୧ଟାରେ ପ୍ରକାଶ ପାଇଛି ପରୀକ୍ଷା ଫଳ । ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହେବା ପରେ ଅଫିସିଆଲ୍ ୱେବସାଇଟ୍ cisce.org ଏବଂ results.cisce.org ମାଧ୍ୟମରେ ରେଜଲ୍ଟ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ଦେଖିପାରିବେ । ୱେବସାଇଟ୍ ବ୍ୟତୀତ ଏସଏମଏସ୍ ଏବଂ ଆପ୍ ମାଧ୍ୟମରେ ମଧ୍ୟ ପରୀକ୍ଷା ଫଳ ଜାଣିହେବ ।
ପ୍ରକାଶ ପାଇଲା ICSE ଓ ISC ଦଶମ ଓ ଦ୍ୱାଦଶ ରେଜଲ୍ଟ ।












Leave a Reply