ଅକ୍ଷର ବ୍ୟୁରୋ: ଲୋକସେବା ଭବନ ଆଗରେ ମହିଳାଙ୍କ ଆତ୍ମାହୂତି ଉଦ୍ୟମ । ୧ ନମ୍ବର ଗେଟ୍ ଆଗରେ ଆତ୍ମାହୂତି ଉଦ୍ୟମ ବେଳେ ମହିଳାଙ୍କୁ କାବୁ କଲେ SSB ଯବାନ । ଉଦ୍ଧାର ପରେ କାନ୍ଦି କାନ୍ଦି ବାଣପୁର ପୋଲିସକୁ ଟାର୍ଗେଟ କଲେ ମହିଳା । ବାଣପୁର ପୋଲିସ ବିନା କାରଣରେ ଗିରଫ କରିଥିବା କହିଛନ୍ତି ମହିଳା । ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରିଛି ପୋଲିସ ।
ଲୋକସେବା ଭବନ ଆଗରେ ମହିଳାଙ୍କ ଆତ୍ମାହୂତି ଉଦ୍ୟମ !












Leave a Reply