ଅକ୍ଷର ବ୍ୟୁରୋ: ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଚନ୍ଦନପୁର ଗାଁ ବ୍ରାହ୍ମଣୀ ନଦୀରେଗାଧୋଇବାକୁ ଆସିଥିବା ବେଳେ ନଦୀରେ ବୁଡ଼ିଯାଇ ଜଣେ ନାବାଳିକା ନିଖୋଜ ଥିବା ଖବର ମିଳିଛି । ନିଖୋଜ ନାବାଳିକା ଜଣଙ୍କ ଚନ୍ଦନପୁର ଗ୍ରାମର ପ୍ରଶାନ୍ତ ବିଶ୍ବାଳଙ୍କ ଝିଅ ଶୁଭଲକ୍ଷ୍ମୀ ବିଶ୍ୱାଳ(୧୨) ବର୍ଷ ବୋଲି ଜଣାପଡ଼ିଛି। ସୂଚନା ପାଇ ବରୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିବା ବେଳେ ନିଖୋଜ ନାବାଳିକାର ସନ୍ଧାନ ମିଳିନାହିଁ।
ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ବୁଡ଼ି ନାବାଳିକା ନିଖୋଜ














Leave a Reply