ଅକ୍ଷର ବ୍ୟୁରୋ: ପୁଣି ରେଳ ବିଭାଗର ବଡ଼ ତ୍ରୁଟି ଅଭିଯୋଗ ।ଭୁବନେଶ୍ୱରରେ ଦୁଇ ଟ୍ରେନ୍ ମଧ୍ୟରେ ଧକ୍କା । ଆଜି ସକାଳୁଭୁବନେଶ୍ୱରର ଝାରପଡାସ୍ଥିତ ରେଳ ବ୍ରିଜ୍ ନିକଟରେ ଗୋଟିଏ ଧାରଣାରେ ଦୁଇଟି ଟ୍ରେନ୍ ଚାଲିଆସିଥିଲା। ଭୁବନେଶ୍ୱରଷ୍ଟେସନରୁ ଆସୁଥିଲା ଖାଲି ଟ୍ରେନ୍ । ଟ୍ରେନ୍ ୨ଟି ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତି ଯାଇଥିଲା। ମଞ୍ଚେଶ୍ବର ଦିଗରୁ ଯାଉଥିବା ଏକ୍ସପ୍ରେସ୍ କୋଣାର୍କ ଏକ୍ସପ୍ରେସ୍ ହୋଇଥିବା ସୂଚନା ମିଳିଛି । କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି | ତେବେ ଟ୍ରେନ୍ ଦୁଇଟିର ବେଗ କମ ଥିବାରୁ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।
ଭୁବନେଶ୍ୱରରେ ଦୁଇ ଟ୍ରେନ୍ ମଧ୍ୟରେ ଧକ୍କା; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ












Leave a Reply