ଅନୁଗୁଳ କରଡ଼ାଗାଡିଆ ଠାରେ ଥିବା ଏକ ଦେଶୀ ମଦଭାଟି ଗୋଦାମରେ ରେଡ୍ କଲା ଆୟକର ବିଭାଗ। ମଦ ବ୍ୟବସାୟୀ ବିକ୍ରମ କିଶୋର ସାହୁଙ୍କ ଗୋଦାମକୁ ରେଡ୍ କଲା ଆୟକର ବିଭାଗ। ଆୟକର ବିଭାଗ ପକ୍ଷରୁ ତିନି ଜଣିଆ ଟିମ ଚଳାଇଛନ୍ତି ଖୋଳତାଡ଼। ଆୟକର ବିଭାଗ ପକ୍ଷରୁ ବଡ ଧରଣର ରେଡ୍ କରାଯାଇଛି। ଢେଙ୍କାନାଳରେ ଥିବା ଶକ୍ତି ମଲ୍ଟ ଏୟାର ଲିମୋନେଡ ପ୍ରାଇଭେଟ୍ ଲିମିଟେଡ ଉପରେ ମଧ୍ୟ ଆୟକର ବିଭାଗ ଚଢ଼ାଉ କରିଛି। ଘରେ ମଧ୍ୟ ଗୋଟିଏ ଟିମ ଚଢ଼ାଉ କରୁଛି। ଆଜି ସକାଳୁ ଚାଲିଛି ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ବିଭିନ୍ନ ପ୍ରତିଷ୍ଠାନ ଉପରେ ଚଢ଼ାଉ। ଏକାଧିକ ଟିମ୍ କରୁଛନ୍ତି ଚଢ଼ାଉ।
ମଦ ବ୍ୟବସାୟୀଙ୍କ ଘରେ ରେଡ୍ କଲା ଆୟକର ବିଭାଗ












Leave a Reply