ବୁରମୁଣ୍ତା-ଖଣ୍ତଗିରି ଓଭରବ୍ରିଜରେ ବଲେରୋକୁ ପିଟିଲା ହାଇୱା; ଘଟଣାସ୍ଥଳରେ ବଲେରୋ ଡ୍ରାଇଭରଙ୍କ ମୃତ୍ୟୁ

ରାଜଧାନୀରେ ପୁଣି ସିରିଜ୍ ଦୁର୍ଘଟଣା। କୁକୁଡ଼ା ଚିଆଁ ବୋଝେଇ ଗାଡ଼ିକୁ ପିଟିଲା ଟ୍ରକ ଫଳରେ ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଟ୍ରକ ସହ ଟ୍ରାଇଭର ଫେରାର ଥିବା ନେଇ ସୂଚନା ରହିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ବୁରମୁଣ୍ତା-ଖଣ୍ତଗିରି ଓଭରବ୍ରିଜ ନିକଟରେ ରାତି ପ୍ରାୟ ୧୨.୧୦ ସମୟରେ ଦୁର୍ଘଟଣା ଘଟିଥିଲା। ଏକ ବଲେରୋ ମାକ୍ସିଟ୍ରକ ଚକ ଲିକ୍ ହେବା ଯୋଗୁଁ ଡ୍ରାଇଭର ଜଣକ ନିଜ ଗାଡି ଠିକ୍ କରୁଥିବା ସମୟରେ ପଛପଟୁ ଏକ ହାଇୱା ପିଟିଥିଲା। ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)