ରାଜଧାନୀରୁ ମିଳିଛି ଦୁଇ ମୃତ ଦେହ: ମୃତ୍ୟୁର କାରଣ ଅସ୍ପଷ୍ଟ, ତଦନ୍ତ କରୁଛି ପୁଲିସ ।

ଆଜି ସକାଳୁ ସକାଳୁ ରାଜାଧାନୀରୁ ମିଳିଛି ଦୁଇ ମୃତ ଦେହ । ଗୋଟିଏ ମୃତ ଦେହ ବାଣୀବିହାର ଷ୍ଟେସନ ନିକଟରେ ପଡ଼ିଥିବା ବେଳେ ଆଉ ଏକ ମୃତ ଦେହ ଲିଙ୍ଗରାଜ ଷ୍ଟେସନ ନିକଟରେ ମିଳିଛି ।

ଉଭୟଙ୍କ ପରିଚୟ ମିଳିନଥିବାବେଳେ କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନି । ହତ୍ୟା ନା ଆତ୍ମହତ୍ୟା ନା ଦୁର୍ଘଟଣାରେ ଜୀବନ ଯାଇଛି ତା’ର ତଦନ୍ତ କରୁଛି  ପୁଲିସ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)