ଅକ୍ଟୋବର ୪ ଓ ୫ ରେ ହେବ ପୁଲିସ SI ପରୀକ୍ଷା; ସେପ୍ଟେମ୍ବର ୨୦ ଠାରୁ ଆଡମିଟ୍‌ କାର୍ଡ ଉପଲବ୍ଧ ।

ଅକ୍ଟୋବର ୪ ଓ ୫ ରେ ହେବ ପୁଲିସ SI ପରୀକ୍ଷା । OMR ସିଟ୍ ଜରିଆରେ ହେବ ଲିଖିତ ପରୀକ୍ଷା । SI ରାଙ୍କର ସମସ୍ତ CPSE-୨୦୨୪ ପରୀକ୍ଷା ଆୟୋଜନ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ଜାରି କରାଯାଇଛି ବିଜ୍ଞପ୍ତି । ଆଶାୟୀ ପରୀକ୍ଷାର୍ଥୀ ସେପ୍ଟେମ୍ବର ୨୦ ଠାରୁ ଡାଉନ୍‌ଲୋଡ୍‌ କରିପାରିବେ ଆଡମିଟ୍‌ କାର୍ଡ । odishapolice.gov.in ରୁ ଡାଉନ୍‌ଲୋଡ୍‌ କରିପାରିବେ ଆଡମିଟ୍‌ କାର୍ଡ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)