ରାଜ୍ୟକୁ ୬୦୦ e-ବସ୍ ଆସିବ କହିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ପରିବେଶ ସୁରକ୍ଷା ପାଇଁ e-ବସ୍ ଅଧିକ ପ୍ରଚଳନ କରିବାକୁ ଯୋଜନା । ରାଜ୍ୟରେ ୧ ହଜାର e-ବସ୍ର ଆବଶ୍ୟକତା ରହିଛି । ଆଗକୁ ରାଜ୍ୟ ସରକାର ୨୦୦ଟି e-ବସ୍ ଆଣିବେ ବୋଲି କହିଲେ ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମଧ୍ୟ ଓଡ଼ିଶାକୁ ୪୦୦ଟି e-ବସ୍ ପ୍ରଦାନ କରିବେ । ମୋଟ ୬୦୦ଟି e-ବସ୍ ଜନସାଧାରଣଙ୍କ ସେବାରେ ଲାଗିବ।। ଏବେ ୨୫ଟି e-ବସ୍ ଆସୁଛି, ଯାହା ସମ୍ବଲପୁରକୁ ପ୍ରଦାନ କରାଯିବ । ପରେ ଅନ୍ୟ ଜିଲ୍ଲାକୁ ମଧ୍ୟ e-ବସ୍ ପ୍ରଦାନ କରାଯିବ ।
ରାଜ୍ୟକୁ ଆସିବ ୬୦୦ e-ବସ୍, ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ।












Leave a Reply