ଅକ୍ଷର ବ୍ୟୁରୋ: ଯାତ୍ରୀବାହୀ ବସ୍ରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ । ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି । ବସ୍ରେ ଫାୟାର ଡିଟେକସନ୍ ଓ ସପ୍ରେସନ୍ ସିଷ୍ଟମ ରଖିବା ବାଧ୍ୟତାମୂଳକ । ଆପତ୍ତକାଳୀନ ପ୍ରସ୍ଥାନ ଦ୍ୱାର, କାଚ ଭାଙ୍ଗିବାକୁ ହାତୁଡ଼ି ରଖିବାକୁ ନିର୍ଦ୍ଦେଶ । ୨୦୨୫ ଅକ୍ଟୋବର ପରେ ପଞ୍ଜିକୃତ ବସ୍ରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ ।
ଯାତ୍ରୀବାହୀ ବସ୍ରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ ।












Leave a Reply