୬ଟି ନୂଆ ସହରରେ ଗଡ଼ିବ ଇଭି ବସ୍‌; ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ଅକ୍ଷର ବ୍ୟୁରୋ: ଆଗାମୀ ଦିନରେ ୬ଟି ନୂଆ ସହରରେ ଇଭି ବସ୍‌ ଗଡ଼ିବ । ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏବେ ରାଜ୍ୟରେ ୬୭୦ଟି ବସ୍‌ ଚାଲିଛି, ସେଥିମଧ୍ୟରୁ ୨୨୦ଟି ଇଭି ବସ୍‌ ଚାଲିବ । ଏବେ ୧୧୩ଟି ରୁଟ୍‌ରେ ୧୩୯୯ କିମି ବସ୍‌ ଚାଲୁଛି । ଆଗକୁ ଯେଉଁଠି ଆବଶ୍ୟକତା ଅଛି, ସେହି ସହରରେ ବସ୍‌ ଚାଲିବ । ଅନ୍‌ଲାଇନ୍‌ ଟିକେଟ୍‌ରେ ରିହାତି ପାଇଁ ୩୫% ଟିକେଟ୍‌ ଆଦାୟ ରାଶି ବଢ଼ିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)