ସ୍ୱଦେଶୀ ଇମେଲ ବ୍ୟବହାର କରିବେ ସରକାରୀ କର୍ମଚାରୀ ।

ଅକ୍ଷର ବ୍ୟୁରୋ: ଡିଜିଟାଲ ଗଭର୍ଣ୍ଣାନ୍ସରେ ସୁଧାର ଆଣିଲେ ଓଡ଼ିଶା ସରକାର । ଏଣିକି ସ୍ୱଦେଶୀ ଇମେଲ ବ୍ୟବହାର କରିବେ ସରକାରୀ କର୍ମଚାରୀ । ଓକାକ୍‌ ପକ୍ଷରୁ ଏହି ‘ଆଳାପ’ ଆପ୍‌କୁ ଡେଭଲପ୍‌ କରାଯାଇଛି । ଭିଡିଓ କନ୍‌ଫରେନ୍ସିଂ ସହିତ ଇମେଲ ପଠାଇବା ପାଇଁ ଆଳାପର ବ୍ୟବହାର । ସ୍ୱଦେଶୀ ଆପର ବ୍ୟବହାର ଦ୍ୱାରା ଡାଟା ଚୋରିର ଭୟ ରହିବ ନାହଁ । ଏହି ଆପର ବ୍ୟବହାର ପାଇଁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ନିର୍ଦ୍ଦେଶନାମା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)