ଆଜି ଦେଶବ୍ୟାପୀ ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ ।

ଅକ୍ଷର ବ୍ୟୁରୋ: ଦେଶବ୍ୟାପୀ ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ଆଜି ଆନ୍ଦୋଳନ । ସପ୍ତାହରେ ୫ ଦିନ କାମ କରିବା ଦାବିରେ ଆନ୍ଦୋଳନ ଡାକରା ଦେଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ । ଲାଗାତାର ଚତୁର୍ଥ ଦିନ ପାଇଁ ସରକାରୀ ବ୍ୟଙ୍କ ସେବା ପ୍ରଭାବିତ ହେବାକୁଯାଇଛି । ଧର୍ମଘଟ ଡାକରା ପ୍ରଭାବରେ ନଗଦ ଟଙ୍କା ଜମା, ଚେକ୍ କ୍ଲିୟରାନ୍ସଠୁ ନେଇ ଏଟିଏମ ଯାଏ କାମ ପ୍ରଭାବିତ ହେବ । ଉପଭୋକ୍ତାଙ୍କୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)