ରେର୍କଡ ଭାଙ୍ଗିଲା ସୁନା ଦର; ୨୪ କ୍ୟାରେଟ ସୁନାର ଦାମ୍ ୧୧ ହଜାର ୭୭୦ ଟଙ୍କାକୁ ବୃଦ୍ଧି ।

ଅକ୍ଷର ବ୍ୟୁରୋ: ସୁନା ଦରରେ ବୃଦ୍ଧି । ରେର୍କଡ ଭାଙ୍ଗିଲା ସୁନା ଦର । ଏକାଥରକେ ୨୪ କ୍ୟାରେଟ ସୁନା ୧୧ ହଜାର ୭୭୦ ଟଙ୍କା ବୃଦ୍ଧି ପାଇଛି । ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୧ ଲକ୍ଷ ୭୮ ହଜାର ୮୫୦ ଟଙ୍କାକୁ ବୃଦ୍ଧି । ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ହଜାର ୮୦୦ ଟଙ୍କା ବଢ଼ିଛି । ୧୦ଗ୍ରାମ ପିଛା ୨୨ କ୍ୟାରେଟ ସୁନା ଦର ୧ ଲକ୍ଷ ୬୩ ହଜାର ୯୫୦ ଟଙ୍କା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ୧୦ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ଗତକାଲି ୧,୬୭,୦୮୦ ଥିଲାବେଳେ ୧୦ଗ୍ରାମ ପିଛା ୨୨ କ୍ୟାରେଟ ସୁନା ଦର ଗତକାଲି ୧,୫୩,୧୫୦ ଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)