ଅକ୍ଷର ବ୍ୟୁରୋ: ରାଜ୍ୟରେ କାର୍ଯ୍ୟକ୍ଷମ ହେବ ୫୭ଟି ସବ୍-ରେଜିଷ୍ଟ୍ରାର ଅଫିସ ବା ଉପନିବନ୍ଧନ କାର୍ଯ୍ୟାଳୟ । ଫେବୃୟାରୀ ୫ରୁ ହେବ କାର୍ଯ୍ୟକ୍ଷମ । ଜମି କିଣା-ବିକା ଏବଂ ପଞ୍ଜୀକରଣରେ ହେବ ସୁବିଧା । ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ଏବେ ୩୨୨ଟି ସବ୍-ରେଜିଷ୍ଟ୍ରାର ଅଫିସ ରହିଛି । ଆଗକୁ ଆହୁରି ସବ୍-ରେଜିଷ୍ଟ୍ରାର ଅଫିସ କାର୍ଯ୍ୟକ୍ଷମ ହେବା ପରେ ଜମି କିଣା-ବିକା ପଞ୍ଜୀକରଣରେ ଆହୁରି ସୁବିଧା ହେବ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ।
ରାଜ୍ୟରେ କାର୍ଯ୍ୟକ୍ଷମ ହେବ ୫୭ଟି ଉପନିବନ୍ଧନ କାର୍ଯ୍ୟାଳୟ: ରାଜସ୍ୱ ମନ୍ତ୍ରୀ












Leave a Reply