ଅକ୍ଷର ବ୍ୟୁରୋ: ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବକେୟା ଭୂରାଜସ୍ୱ ଓ ଜଳକର ଆଦାୟ ନିର୍ଦ୍ଦେଶ । ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ । ଚଳିତ ବର୍ଷ ୯୮୦ କୋଟି ଟଙ୍କା ଭୂରାଜସ୍ୱ ଓ ୨୫.୩୨ କୋଟି ଜଳକର ବାକି ରହିଛି । ଆଗରୁ ବାକିଥିବା ଭୂରାଜସ୍ୱ ଓ ଜଳକର ଆଦାୟ ପାଇଁ ନିର୍ଦ୍ଦେଶ ।
ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବକେୟା ଭୂରାଜସ୍ୱ ଓ ଜଳକର ଆଦାୟ କରିବାକୁ ନିର୍ଦ୍ଦେଶ ।












Leave a Reply