ଅକ୍ଷର ବ୍ୟୁରୋ: ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ୍ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ‘୨ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ତାରିଖ ସ୍ଥିର ହେବ । କେଉଁ ଦିନ ଗଣତିମଣତି କରାଯିବ ବୈଠକରେ ସ୍ଥିର ହେବ । ସ୍ୱଚ୍ଛତାର ସହ ଗଣତିମଣତି କରାଯିବ, କିଏ କିଏ ରହିବେ ସ୍ଥିର ହୋଇସାରିଛି । ମହାପ୍ରଭୁଙ୍କ ନୀତି ଓ ତିଥିକୁ ଦେଖି ଗଣତିମଣତି ତାରିଖ ସ୍ଥିର ହେବ’ । ଦର୍ଶନ ଯେମିତି ବାଧାପ୍ରାପ୍ତ ନହେବ ତାହା ଉପରେ ଦୃଷ୍ଟି ଦିଆଯିବ ।
ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ୍ ମନ୍ତ୍ରୀଙ୍କ ପ୍ରତିକ୍ରିୟା:












Leave a Reply