ଏଣିକି ଶ୍ରୀମନ୍ଦିରର ଚାରିଦ୍ୱାର ନିକଟରେ ଡ୍ୟୁଟି କରୁଥିବା ପୁଲିସମାନଙ୍କ ପୋଷାକରେ ଲାଗିବ କ୍ୟାମେରା, ଅଣସେବାୟତ ଭକ୍ତମାନଙ୍କୁ ଜଗିବ ଏହି କ୍ୟାମେରା ।

ଏଣିକି ଶ୍ରୀମନ୍ଦିରକୁ ଆଉ ସେବାୟତ ବେଶରେ ଅଣସେବାୟତ ଭକ୍ତମାନଙ୍କୁ ନେଇ ଯାଇପାରିବେ ନାହିଁ। କିମ୍ବା କୌଣସି ପୁଲିସ ଓ ଜେଟିପି ପକେଟ ଗରମ କରିବା ପାଇଁ ଗଳା…

Read More
Social media & sharing icons powered by UltimatelySocial
Facebook
X (Twitter)